ETV Bharat / state

କିରୋସିନି ଢାଳି ମହିଳାଙ୍କ ଆତ୍ମହତ୍ଯା ଉଦ୍ୟମ, ମେଡିକାଲରେ ଭର୍ତ୍ତି

author img

By

Published : Jan 8, 2020, 7:53 PM IST

ଆନନ୍ଦପୁର ଥାନା ଦୁଡୁଗାଁରେ ପାରିବାରିକ କଳହକୁ ନେଇ ଅଘଟଣ | ଗ୍ରାମର ମୁନା ବେହେରାଙ୍କ ସ୍ତ୍ରୀ ସେବତୀ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

attempt sucide
କିରୋସିନି ଢାଳି ମହିଳାଙ୍କ ଆତ୍ମହତ୍ଯା ଉଦ୍ୟମ, ମେଡିକାଲରେ ଭର୍ତ୍ତି

ଆନନ୍ଦପୁର: ଆନନ୍ଦପୁର ଥାନା ଦୁଡୁଗାଁରେ ପାରିବାରିକ କଳହକୁ ନେଇ ଅଘଟଣ | ଗ୍ରାମର ମୁନା ବେହେରାଙ୍କ ସ୍ତ୍ରୀ ସେବତୀ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତାଙ୍କ ଦେହର 70 ଭାଗ ପୋଡି ଯାଇଛି ।

କିରୋସିନି ଢାଳି ମହିଳାଙ୍କ ଆତ୍ମହତ୍ଯା ଉଦ୍ୟମ, ମେଡିକାଲରେ ଭର୍ତ୍ତି

ସେବତୀ ଆତ୍ମହତ୍ୟା ଉଦ୍ୟମ କରୁଥିବା ଦେଖି ପରିବାର ଲୋକେ ତାଙ୍କୁ ଉଦ୍ଧାର କରିବା ସହ ଗୁରୁତର ଅବସ୍ଥାରେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

Intro:ଆନନ୍ଦପୁର
ଆଙ୍କର-ଆନନ୍ଦପୁର ଥାନା ଦୁଡୁଗାଁ ରେ ପାରିବାରିକ କଳହ କୁ ନେଇ ଅଘଟଣ ଘଟିଛି | ଗ୍ରାମର ମୁନା ବେହେରା ଙ୍କ ସ୍ତ୍ରୀ ସେବତୀ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ପରିବାର ଲୋକଙ୍କ ସହାୟତାରେ ତାଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ମେଡ଼ିକାଲରେ ଭର୍ତ୍ତୀ କରଯାଇଥିଲା ହେଲେ ଦେହର ୭୦ ଭାଗ ପୋଡ଼ି ଯାଇଥିବାରୁ ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ତାଙ୍କୁ କଟକ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଛି ।Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.