ETV Bharat / state

କୁଆପଥର ବର୍ଷାରେ ଫସଲ ନଷ୍ଟ

author img

By

Published : Apr 29, 2020, 11:14 PM IST

କାଳବୈଶାଖି ବର୍ଷା ସାଙ୍ଗକୁ କୁଆପଥର ମାଡରେ ଫସଲ ନଷ୍ଟ । ଚିନ୍ତାରେ ଚାଷୀ । ଅଧିକ ପଢନ୍ତୁ.....

farmers are tension , due to heavy rain
କୁଆପଥର ବର୍ଷାରେ ଫସଲ ନଷ୍ଟ

କେନ୍ଦୁଝର :‌ କାଳବୈଶାଖି ବର୍ଷା ସାଙ୍ଗକୁ କୁଆପଥର ମାଡରେ ଫସଲ ନଷ୍ଟ । କେନ୍ଦୁଝର ଜିଲ୍ଲା ସଦର ବ୍ଳକର ବିଭିନ୍ନ ସ୍ଥାନରେ କାଳବୈଶାଖି ଝଡ଼ ସହ ପ୍ରବଳ କୁଆପଥର ବର୍ଷା ହୋଇଛି । ବୁଧବାର ଅପରାହ୍ନରେ କେମସଢା ଗାଁରେ ବ୍ୟାପକ ଫସଲ ନଷ୍ଟ ହୋଇ ଥିବା ଅଭିଯୋଗ କରିଛନ୍ତି ଚାଷୀ ।

କୁଆପଥର ବର୍ଷାରେ ଫସଲ ନଷ୍ଟ

ଯାହାକୁ ନେଇ ସ୍ଥାନୀୟ ଚାଷୀ ଚିନ୍ତାରେ ପଡିଛନ୍ତି । ତେବେ, ଚାଷୀଙ୍କୁ କ୍ଷତି ପୁରଣ ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହୋଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.