ETV Bharat / state

ବାଇକ-ବୋଲୋରୋ ମୁହାଁମୁହିଁ ଧକ୍କା, ବାଇକ ଆରୋହୀ ମୃତ

author img

By

Published : Sep 9, 2020, 7:38 PM IST

ତୁରୁମୁଙ୍ଗା ଅନ୍ତର୍ଗତ ବିଲା ଛକ ନିକଟରେ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକଙ୍କ ନାମ ରଞ୍ଜନ ମୁଣ୍ଡା ହୋଇଥିବାବେଳେ ତାଙ୍କ ଘର ନିନୁଆଁ ବୋଲି ଜଣାପଡିଛି। ଅଧିକ ପଢନ୍ତୁ...

ବାଇକ ବୋଲୋରୋ ମୁହାଁମୁହିଁ ଧକ୍କା, ବାଇକ ଆରୋହୀ ମୃତ
ବାଇକ ବୋଲୋରୋ ମୁହାଁମୁହିଁ ଧକ୍କା, ବାଇକ ଆରୋହୀ ମୃତ

କେନ୍ଦୁଝର: ତୁରୁମୁଙ୍ଗା ଅନ୍ତର୍ଗତ ବିଲା ଛକ ନିକଟରେ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକଙ୍କ ନାମ ରଞ୍ଜନ ମୁଣ୍ଡା ହୋଇଥିବାବେଳେ ତାଙ୍କ ଘର ନିନୁଆଁ ବୋଲି ଜଣାପଡିଛି । ମୃତ ଯୁବକଙ୍କୁ ଆମ୍ବୁଲାନ୍ସ ଯୋଗେ ପାଟଣା ମେଡିକାଲକୁ ପଠାଯାଇଥିବାବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ, ସାହରପଡାରୁ ଯୁବକ ଜଣକ ବାଇକ ଯୋଗେ ଆସୁଥିବାବେଳେ କେନ୍ଦୁଝରରୁ ସାହରପଡା ଫେରୁଥିବା ଏକ ବୋଲୋରୋ ସହ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଥିଲା ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.