ETV Bharat / state

ଲକଡାଉନ ପ୍ରଭାବ: ଜନଶୂନ୍ୟ ଫୁଲବାଣୀ ସହର

author img

By

Published : Apr 2, 2020, 11:48 PM IST

ଲକଡାଉନ ଯୋଗୁଁ ଜନଶୂନ୍ୟ ଫୁଲବାଣୀ ସହର । ଦିନ 11ଟା ପରେ ଗାଁ ଗଣ୍ଡାରେ ଶୂନ୍ୟତା ଛାଇ ଯ।ଉଥିବା ଦେଖିବାକୁ ମିଳୁଛି ।

Lockdown Impact in phulbani city
ଲକଡାଉନ ପ୍ରଭାବ: ଜନଶୂନ୍ୟ ଫୁଲବାଣୀ ସହର

ଫୁଲବାଣୀ: ସାରା ଦେଶରେ କାୟା ବିସ୍ତାର କରୁଛି ଘାତକ କୋରୋନା ଭୂତାଣୁ । ଏହି ଭୂତାଣୁର ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ସାରା ଦେଶକୁ 21ଦିନ ପର୍ଯ୍ୟନ୍ତ ଲଡଡାଉନ ଘୋଷଣା କରିଛନ୍ତି । ସେପଟେ ଲକଡାଉନ ଯୋଗୁଁ ଜନଶୂ୍ନ୍ୟ ହୋଇପଡିଛି କନ୍ଧମାଳ ଜିଲ୍ଲା ସଦର ମହାକୁମା ଫୁଲବାଣୀ ।

Lockdown Impact in phulbani city
ଲକଡାଉନ ପ୍ରଭାବ: ଜନଶୂନ୍ୟ ଫୁଲବାଣୀ ସହର
ଲକଡାଉନ ପ୍ରଭାବ: ଜନଶୂନ୍ୟ ଫୁଲବାଣୀ ସହର

ସକାଳ 11ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ର କିଣାବିକା ପାଇଁ କିଛି ଦୋକାନ ଖୋଲା ରହୁଥିବା ବେଳେ ବାକି ସମୟ ସାରା ସହରରେ ଶୂନ୍ୟତା ଛାଇ ରହୁଛି । ଏପରିକି ଲକଡାଉନ ଯୋଗୁଁ ସାଧାରଣ ଜୀବନଯାତ୍ରା ମଧ୍ୟ ଠପ ହୋଇଥିବା ଦେଖିବାକୁ ମିଳିଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.