ETV Bharat / state

ଟ୍ରେନ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

author img

By

Published : Mar 24, 2021, 7:31 PM IST

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ସିଙ୍ଗ ଝରଣ ଗାଁ ନିକଟ ଜୁନାଗଡ଼-ଭୁବନେଶ୍ୱର ସଂଯୋଗ ଥିବା ଟ୍ରେନ ଲାଇନରୁ ମୃତ ଦେହ ଉଦ୍ଧାର କରିଛି ପୋଲିସ । ଅଧିକ ପଢନ୍ତୁ...

ଟ୍ରେନ ଲାଇନରୁ ମୃତ ଦେହ ଉଦ୍ଧାର, ମୃତ୍ୟର କାରଣ ଅସ୍ପଷ୍ଟ
ଟ୍ରେନ ଲାଇନରୁ ମୃତ ଦେହ ଉଦ୍ଧାର, ମୃତ୍ୟର କାରଣ ଅସ୍ପଷ୍ଟ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ସିଙ୍ଗ ଝରଣ ଗାଁ ନିକଟ ଜୁନାଗଡ଼-ଭୁବନେଶ୍ୱର ସଂଯୋଗ ଥିବା ଟ୍ରେନ ଲାଇନରୁ ମୃତ ଦେହ ଉଦ୍ଧାର କରିଛି ପୋଲିସ ।

ଟ୍ରେନ ଲାଇନରୁ ମୃତ ଦେହ ଉଦ୍ଧାର, ମୃତ୍ୟର କାରଣ ଅସ୍ପଷ୍ଟ

ସୂଚନା ଅନୁଯାୟୀ ମୃତ ବ୍ୟକ୍ତି ଜଣକ ହେଲେ ସିଙ୍ଘ ଝରଣ ଗାଁର ନରେଶ କାଣ୍ଡ । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ବେଳେ ମୃତ୍ୟର କାରଣ ଅସ୍ପଷ୍ଟ ରହିଥିବା ନେଇ ପୋଲିସ ସୂଚନା ଦେଇଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.