ETV Bharat / state

ପ୍ରବଳ ବର୍ଷାରେ ଭୁଶୁଡ଼ିଲା ଉତ୍କଳ ବିଶ୍ଵବିଦ୍ୟାଳୟ ଗ୍ରାମୀଣ କ୍ୟାମ୍ପସର ନିର୍ମାଣଧୀନ ପାଚେରୀ

author img

By

Published : Sep 13, 2021, 9:10 PM IST

ପ୍ରବଳ ବର୍ଷାରେ ବଡ଼ଚଣା ବ୍ଲକ ସିହା ଠାରେ ନିର୍ମାଣଧୀନ ଉତ୍କଳ ବିଶ୍ଵବିଦ୍ୟାଳୟ ଦ୍ଵିତୀୟ ଗ୍ରାମୀଣ କ୍ୟାମ୍ପସର ପାଚେରୀ ଭୁଶୁଡି ପଡିଲା । ଅଧିକ ପଢନ୍ତୁ...

ପ୍ରବଳ ବର୍ଷାରେ ଭୁଶୁଡ଼ିଲା ଉତ୍କଳ ବିଶ୍ଵବିଦ୍ୟାଳୟର ନିର୍ମାଣଧୀନ ଗ୍ରାମୀଣ କ୍ୟାମ୍ପସ ପାଚେରୀ
ପ୍ରବଳ ବର୍ଷାରେ ଭୁଶୁଡ଼ିଲା ଉତ୍କଳ ବିଶ୍ଵବିଦ୍ୟାଳୟର ନିର୍ମାଣଧୀନ ଗ୍ରାମୀଣ କ୍ୟାମ୍ପସ ପାଚେରୀ

ଯାଜପୁର: ଜାରି ରହିଥିବା ପ୍ରବଳ ବର୍ଷାରେ ଭୁଶୁଡ଼ିଲା ବଡ଼ଚଣା ବ୍ଲକ ସିହା ଠାରେ ନିର୍ମାଣଧୀନ ଉତ୍କଳ ବିଶ୍ଵବିଦ୍ୟାଳୟ ଦ୍ଵିତୀୟ ଗ୍ରାମୀଣ କ୍ୟାମ୍ପସର ପାଚେରୀ । ୨ଦିନ ଧରି ଅବିଶ୍ରାନ୍ତ ବର୍ଷା ଲାଗି ରହିଥିବାରୁ ଏଭଳି ସ୍ଥିତି ଉପୁଜିଛି । ଫଳରେ କ୍ୟାମ୍ପସର ବିଶାଳ ପାଚେରୀ ସମ୍ପୂର୍ଣ୍ଣ ଭୁଶୁଡି ପଡିଛି ।

ପ୍ରବଳ ବର୍ଷାରେ ଭୁଶୁଡ଼ିଲା ଉତ୍କଳ ବିଶ୍ଵବିଦ୍ୟାଳୟ ଗ୍ରାମୀଣ କ୍ୟାମ୍ପସର ନିର୍ମାଣଧୀନ ପାଚେରୀ

ବର୍ଷା ଜଳ ନିଷ୍କାସନର ସୁବିଧା ନ ଥିବା ଯୋଗୁ ପାଣି ଜମିରହି ପାଚେରୀ ଭୁଶୁଡି ପଡିଥିବା ଜଣାପଡିଛି । ଏପଟେ ପାଚେରୀ କାମ ନିମ୍ନମାନର କାମ ହୋଇଥିବା ଯୋଗୁଁ ଏଭଳି ଘଟଣା ଘଟିଥିବା ମଧ୍ୟ ଅଭିଯୋଗ ହୋଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.