ETV Bharat / state

ସଡକ ସୁରକ୍ଷାରକୁ ନେଇ ସଚେତନତା କାର୍ଯ୍ୟକ୍ରମ

author img

By

Published : Sep 3, 2019, 9:31 PM IST

ଯାଜପୁରରେ ଅନୁଷ୍ଠିତ ହୋଇଛି ସଡକ ସୁରକ୍ଷାକୁ ନେଇ ସଚେତନତା କାର୍ଯ୍ୟକ୍ରମ । ସଡକ ସୁରକ୍ଷାର ନୂଆ ନିୟମ ସମ୍ପର୍କରେ ଯାଜପୁର ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ସଡକ ସୁରକ୍ଷାରକୁ ନେଇ ସଚେତନତା କାର୍ଯ୍ୟକ୍ରମ

ଯାଜପୁର: ଜିଲ୍ଲାରେ ଅନୁଷ୍ଠିତ ହୋଇଯାଇଛି ସଡକ ସୁରକ୍ଷାକୁ ନେଇ ସଚେତନତା କାର୍ଯ୍ୟକ୍ରମ । ସଡକ ସୁରକ୍ଷାର ନୂଆ ନିୟମ ସମ୍ପର୍କରେ ଯାଜପୁର ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ସଡକ ସୁରକ୍ଷାରକୁ ନେଇ ସଚେତନତା କାର୍ଯ୍ୟକ୍ରମ

ତେବେ ଏହି କାର୍ଯ୍ୟକ୍ରମରେ ଯାଜପୁର ପୋଲିସ ପକ୍ଷରୁ ଗାନ୍ଧିଛକ, ଗରିଆପୁର ଛକ, ମେଡିକାଲ ଛକ ନିକଟରେ ଗାଡି ଚାଳକଙ୍କୁ ଟ୍ରାଫିକର ନୂଆ ନିୟମାବଳୀ ସମ୍ପର୍କରେ ଅବଗତ କରାଯାଇଥିଲା । ଦୁଇ ଚକିଆ ଗାଡି ଚଳାଇବା ବେଳେ ମୋବାଇଲ ବ୍ୟବହାର ବନ୍ଦ କରିବା, ହେଲମେଟ ପିନ୍ଧିବା, ନିଜ ପାଖରେ ଡ୍ରାଇଭିଂ ଲାଇସେନ୍ସ ରଖିବାକୁ ଯାତ୍ରୀଙ୍କୁ ପରାମର୍ଶ ଦିଆଯାଇଥିଲା। ଏହା ସହ ଆଗାମୀ ଦିନରେ ନିୟମ ଭଙ୍ଗ କରୁଥିବା ଯାତ୍ରୀଙ୍କ ଠାରୁ ଜୋରିମାନା ଆଦାୟ କରାଯିବ ବୋଲି ଯାତ୍ରୀଙ୍କୁ ସତର୍କ କରାଯାଇଛି।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:Slug-Sachetanata
format--avO
reporter—Gyanaranjan ojha
place--jajpur
date--03.09.19
Anchor---ଯାଜପୁରରେ ସଡକ ସୁରକ୍ଷାର ନୂଆ ନିୟମ ସମ୍ପର୍କରେ ଯାଜପୁର ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯାଜପୁର ପୋଲିସ ପକ୍ଷରୁ ଗାନ୍ଧିଛକ, ଗରିଆପୁର ଛକ, ମେଡ଼ିକାଲ ଛକ ନିକଟରେ ଗାଡ଼ିଚାଳକଙ୍କୁ ଟ୍ରାଫିକର ନୂଆ ନିୟମାବଳୀ ସମ୍ପର୍କରେ ଅବଗତ କରାଯାଇଥିଲା । ଦୁଇ ଚକିଆ ଗାଡି ଚଳାଇବା ବେଳେ ମୋବାଇଲ ବ୍ୟବହାର ବନ୍ଦ କରିବା,ହେଲମେଟ ପିନ୍ଧିବା ,ନିଜ ପାଖରେ ଡ୍ରାଇଭିଂ ଲାଇସେନ୍ସ ରଖିବାକୁ ଯାତ୍ରୀ ମାନଙ୍କୁ ପରାମର୍ଶ ଦିଆଯାଇଥିଲା । ଆଗାମୀ ଦିନରେ ନିୟମ ଭଂଗ କରୁଥିବା ଯାତ୍ରୀ ମାନଙ୍କ ଠାରୁ ଜରିମାନା ଆଦାୟ କରାଯିବ ବୋଲି ଯାତ୍ରୀ ମାନଙ୍କୁ ସତର୍କ କରାଯାଇଛି ।

Body:NewsConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.