ETV Bharat / state

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

author img

By

Published : Sep 9, 2019, 1:49 PM IST

ଫଟୋ ସୌଜନ୍ୟ: ପ୍ରତିନିଧି ଗଜପତି

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ ଯୁବକ ଜଣକ ତେନ୍ତୁଳିସାହିର ରାଜକୁମାର ବେହେରା। ତେବେ ଘରୋଇ କଳିରୁ ଯୁବକ ଜଣକ ଆତ୍ମହତ୍ୟା କରିଥିବା ନେଇ ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି।

ଗଜପତି: ଆମ୍ବତୋଟାରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଘଟଣାଟି ଗଜପତି ଜିଲ୍ଲା ଆର. ଉଦୟଗିରି ଅଞ୍ଚଳରେ ଘଟିଛି। ମୃତ ଯୁବକ ଜଣକ ତେନ୍ତୁଳିସାହିର ରାଜକୁମାର ବେହେରା। ତେବେ ଘରୋଇ କଳିରୁ ଯୁବକ ଜଣକ ଆତ୍ମହତ୍ୟା କରିଥିବା ନେଇ ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି।

ଖବର ଅନୁଯାୟୀ, ଯୁବକ ଜଣକ ଏକ ଗଣ୍ଡଗୋଳ ମାମଲାରେ ପ୍ରତିଦିନ ଥାନାରେ ହାଜିରା ପକାଉଥିଲେ । ଗତକାଲି ରାତିରେ ଗାଁରେ ଗଣେଶ ବିସର୍ଜନ ଥିବାବେଳେ ଯୁବକ ଜଣକ ସେଠାକୁ ଯାଇ ଘରକୁ ଫେରିଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି ଗଜପତି

ହେଲେ ଘରେ ପରିବାର ଲୋକଙ୍କ ସହ ରାତିରେ କିଛି ଗଣ୍ଡଗୋଳ ହେବା ପରେ ସେ ରାତିରେ ଘରୁ ଚାଲିଯାଇଥିଲେ । ସକାଳେ ଆମ୍ବ ଗଛରେ ତାଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା ।

ଖବର ପାଇ ଆର. ଉଦୟଗିରି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ମାମଲାର ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ପରିବାର ଲୋକଙ୍କ ପକ୍ଷରୁ ଏକ ଅଭିଯୋଗ ଦାୟର ହୋଇଛି।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Intro:ଗଜପତି ଜିଲ୍ଲା ଆର. ଉଦୟଗିରି ପାଖ ଆମ୍ବତୋଟାର ଏକ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତ ଯୁବକ ହେଲେ ଆର. ଉଦୟଗିରି ତେନ୍ତୁଳିସାହିର ରାଜକୁମାର ବେହେରା ବୋଲି ଜଣାପଡିଛି । ଆର. ଉଦୟଗିରି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ପ୍ରାଥମିକ ତଦନ୍ତରୁ ଘରୋଇ କଳିରୁ ଯୁବକ ଜଣକ ଆତ୍ମହତ୍ୟା କରିଥିବା ନେଇ ପୋଲିସ ଅନୁମାନ କରୁଛି । ଯୁବକ ଜଣକ ଏକ ଗଣ୍ଡଗୋଳ ମାମଲାରେ ପ୍ରତିଦିନ ଥାନାରେ ହାଜିରା ପକାଉଥିଲେ । ଗତକାଲି ରାତିରେ ଗାଁ ରେ ଗଣେଶ ବିସର୍ଜନ ଥିବାବେଳେ ଯୁବକ ଜଣକ ସେଠାକୁ ଯାଇ ଘରକୁ ଫେରିଥିଲେ । ତେବେ ଘରେ ପରିବାର ଲୋକଙ୍କ ସହ ରାତିରେ କିଛି ଗଣ୍ଡଗୋଳ ହୋଇଥିଲା । ଏହା ପରେ ସେ ରାତିରେ ଘରୁ ଚାଲିଯାଇଥିଲେ । ସକାଳେ ଆମ୍ବ ଗଛରେ ତାଙ୍କ ମୃତ ଦେହ ଝୁଲୁଥିବା ଲୋକେ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । khabar ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ଏହାର ତଦନ୍ତ ପାଇଁ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି ।Body:ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତ ଯୁବକ ହେଲେ ଆର. ଉଦୟଗିରି ତେନ୍ତୁଳିସାହିର ରାଜକୁମାର ବେହେରା ବୋଲି ଜଣାପଡିଛି । ଆର. ଉଦୟଗିରି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ପ୍ରାଥମିକ ତଦନ୍ତରୁ ଘରୋଇ କଳିରୁ ଯୁବକ ଜଣକ ଆତ୍ମହତ୍ୟା କରିଥିବା ନେଇ ପୋଲିସ ଅନୁମାନ କରୁଛି । ଯୁବକ ଜଣକ ଏକ ଗଣ୍ଡଗୋଳ ମାମଲାରେ ପ୍ରତିଦିନ ଥାନାରେ ହାଜିରା ପକାଉଥିଲେ । ଗତକାଲି ରାତିରେ ଗାଁ ରେ ଗଣେଶ ବିସର୍ଜନ ଥିବାବେଳେ ଯୁବକ ଜଣକ ସେଠାକୁ ଯାଇ ଘରକୁ ଫେରିଥିଲେ । ତେବେ ଘରେ ପରିବାର ଲୋକଙ୍କ ସହ ରାତିରେ କିଛି ଗଣ୍ଡଗୋଳ ହୋଇଥିଲା । ଏହା ପରେ ସେ ରାତିରେ ଘରୁ ଚାଲିଯାଇଥିଲେ । ସକାଳେ ଆମ୍ବ ଗଛରେ ତାଙ୍କ ମୃତ ଦେହ ଝୁଲୁଥିବା ଲୋକେ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । khabar ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ଏହାର ତଦନ୍ତ ପାଇଁ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି ।Conclusion:ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତ ଯୁବକ ହେଲେ ଆର. ଉଦୟଗିରି ତେନ୍ତୁଳିସାହିର ରାଜକୁମାର ବେହେରା ବୋଲି ଜଣାପଡିଛି । ଆର. ଉଦୟଗିରି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ପ୍ରାଥମିକ ତଦନ୍ତରୁ ଘରୋଇ କଳିରୁ ଯୁବକ ଜଣକ ଆତ୍ମହତ୍ୟା କରିଥିବା ନେଇ ପୋଲିସ ଅନୁମାନ କରୁଛି । ଯୁବକ ଜଣକ ଏକ ଗଣ୍ଡଗୋଳ ମାମଲାରେ ପ୍ରତିଦିନ ଥାନାରେ ହାଜିରା ପକାଉଥିଲେ । ଗତକାଲି ରାତିରେ ଗାଁ ରେ ଗଣେଶ ବିସର୍ଜନ ଥିବାବେଳେ ଯୁବକ ଜଣକ ସେଠାକୁ ଯାଇ ଘରକୁ ଫେରିଥିଲେ । ତେବେ ଘରେ ପରିବାର ଲୋକଙ୍କ ସହ ରାତିରେ କିଛି ଗଣ୍ଡଗୋଳ ହୋଇଥିଲା । ଏହା ପରେ ସେ ରାତିରେ ଘରୁ ଚାଲିଯାଇଥିଲେ । ସକାଳେ ଆମ୍ବ ଗଛରେ ତାଙ୍କ ମୃତ ଦେହ ଝୁଲୁଥିବା ଲୋକେ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । khabar ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ଏହାର ତଦନ୍ତ ପାଇଁ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.