ETV Bharat / state

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ମତଦାନ ପାଇଁ ପ୍ରସ୍ତୁତ କମିଶନରେଟ ପୋଲିସ

author img

By

Published : Feb 14, 2022, 8:50 PM IST

Updated : Feb 14, 2022, 9:20 PM IST

କଟକ ୟୁପିଡି ଅଧୀନରେ ଥିବା ୭ଟି ଥାନାରେ ହେବ ମତଦାନ । କଟକ କମିଶନରେଟ ପୋଲିସ ଅଧୀନରେ ରହିଛି ୮୩୫ ବୁଥ । ଏଥିପାଇଁ ୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ଷ୍ଟ୍ରାଇକିଙ୍ଗ ସହ ପାଟ୍ରୋଲିଂ ଜୋରଦାର କରାଯିବ । ଅଧିକ ପଢନ୍ତୁ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ମତଦାନ ପାଇଁ ପ୍ରସ୍ତୁତ କମିଶନରେଟ ପୋଲିସ
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ମତଦାନ ପାଇଁ ପ୍ରସ୍ତୁତ କମିଶନରେଟ ପୋଲିସ

କଟକ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନକୁ ନେଇ ପ୍ରସ୍ତୁତ କଟକ କମିଶନରେଟ ପୋଲିସ । କଟକ ୟୁପିଡି ଅଧୀନରେ ଥିବା ୭ଟି ଥାନାରେ ହେବ ମତଦାନ । କଟକ କମିଶନରେଟ ପୋଲିସ ଅଧୀନରେ ରହିଛି ୮୩୫ ବୁଥ । ଏଥିପାଇଁ ୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ଷ୍ଟ୍ରାଇକିଙ୍ଗ ସହ ପାଟ୍ରୋଲିଂ ଜୋରଦାର କରାଯିବ । ୨୦୦ ସହ ହୋମଗାର୍ଡ, IPR ଓ ସବୁ ଅଧିକାରୀଙ୍କୁ ମୁତୟନ କରାଯାଇଛି।

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ମତଦାନ ପାଇଁ ପ୍ରସ୍ତୁତ କମିଶନରେଟ ପୋଲିସ

କଟକ କମିଶନରେଟ ଅଧୀନରେ ୪ଟି ପର୍ଯ୍ୟାୟ ମତଦାନ ହେବ। ସହାୟତା ପାଇଁ କଣ୍ଟ୍ରୋଲ ରୁମ୍ କରାଯାଇଛି। ପାଖାପାଖି ୩୦ ପ୍ରତିଶତ ସମ୍ବେଦନଶୀଳ ବୁଥ କଟକ କମିଶନରେଟ ପୋଲିସ ଅଧୀନରେ ରହିଛି। ସମ୍ବେଦନଶୀଳ ବୁଥରେ ଅଧିକ ପୋଲିସ ଅଧିକାରୀଙ୍କୁ ମୁତୟନ କରାଯିବ ବୋଲି ସୂଚନା ଦେଲେ କଟକ ଡିସିପି ପ୍ରତୀକ ସିଂ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Feb 14, 2022, 9:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.