ETV Bharat / state

ବିଭିନ୍ନ ଦାବି ନେଇ ଧାରଣାରେ ବିର୍ଲା ଟାୟାର୍ସ ଶ୍ରମିକ ସଂଘ

author img

By

Published : Sep 11, 2019, 8:16 PM IST

ବାଲେଶ୍ବରରେ ବିର୍ଲା ଟାୟାର୍ସ ଶ୍ରମିକ ସଂଘ ବିଭିନ୍ନ ଦାବି ନେଇ ଧାରଣା ଦେଇଛନ୍ତି । କମ୍ପାନୀ କର୍ତ୍ତୃପକ୍ଷଙ୍କ ମନମୁଖି କାର୍ଯ୍ୟକଳାପ, ନୂତନ ନିଯୁକ୍ତି ସୃଷ୍ଟି କରିବା, ଉନ୍ନୟନମୂଳକ କାର୍ଯ୍ୟ କରିବା କରିବା ଶ୍ରମିକଙ୍କ ଦାବି ରହିଛି ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ଵର: ବାମପଦା ସ୍ଥିତ ବିର୍ଲା ଟାୟାର୍ସର ଶ୍ରମିକ ସଂଘ ବିଭିନ୍ନ ଦାବି ନେଇ କମ୍ପାନୀ ଫାଟକ ସମ୍ମୁଖରେ କର୍ମଚାରୀମାନେ ଧାରଣା ଦେଇଛନ୍ତି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ବାଲେଶ୍ବର

ବିର୍ଲା ଟାୟାର କମ୍ପାନୀ କର୍ତ୍ତୃପକ୍ଷଙ୍କ ମନମୁଖି କାର୍ଯ୍ୟକଳାପ ଯୋଗୁଁ କର୍ମଚାରୀମାନେ ଧାରଣା ଦେଇଛନ୍ତି । ନୂତନ ନିଯୁକ୍ତି ସୃଷ୍ଟି, କମ୍ପାନୀ କର୍ତ୍ତୃପକ୍ଷ ଉନ୍ନୟନମୂଳକ କାର୍ଯ୍ୟ କରିବା, କାଜୁଆଲ ଷ୍ଟାଫଙ୍କୁ ରେଗୁଲାର କରିବା ନେଇ ସଙ୍ଘ ଦାବି କରିଛି । କମ୍ପାନୀ ଆକ୍ରୋଶମୂଳକ ଭାବରେ ଛଟେଇ ସହ ନିଲମ୍ବିତ କରିଥିବା କର୍ମଚାରୀଙ୍କୁ ତୁରନ୍ତ ନିଯୁକ୍ତି ଦେବାକୁ ଶ୍ରମିକମାନେ ଦାବି କରିଛନ୍ତି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ଵର ବାମପଦା ସ୍ଥିତ ବିର୍ଲା ଟାୟାର୍ସର ୱାର୍କରସ ୟୁନିୟନ ପକ୍ଷରୁ ବିଭିନ୍ନ ଦାବି ନେଇ କମ୍ପାନୀ ଗେଟ ସମ୍ମୁଖରେ କର୍ମଚାରୀମାନେ ଧାରଣା ଦେଇଥିବା ଦେଖିବାକୁ ମିଳିଛି। ବିର୍ଲା ଟାୟାର କମ୍ପାନୀ କର୍ତ୍ତୃପକ୍ଷଙ୍କ ମନମୁଖି କାର୍ଯ୍ୟକଳାପ, ନୂତନ ନିଯୁକ୍ତି ସୃଷ୍ଟି ନହେବା, କମ୍ପାନୀ କର୍ତ୍ତୃପକ୍ଷ କୈଣସି ଉନ୍ନୟନ କାର୍ଯ୍ୟ ନ କରିବା, କାଜୁଆଲ ଷ୍ଟାଫଙ୍କୁ ରେଗୁଲାର କରିବା ଦାବି ହୋଇଥିଲା।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.