ETV Bharat / state

ବଲାଙ୍ଗୀର ସାମ୍ବାଦିକ ସଂଘ ପକ୍ଷରୁ ଧାରଣା

author img

By

Published : Feb 11, 2020, 2:03 AM IST

ସୋମବାର ବଲାଙ୍ଗୀର ସାମ୍ବାଦିକ ସଂଘ ପକ୍ଷରୁ ଧାରଣା ଦିଆଯାଇଥିଲା । ଏନେଇ ଜିଲ୍ଲାପାଳ ତଥା ଏସ୍‌ପିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଅଧିକ ପଢନ୍ତୁ...

ବଲାଙ୍ଗୀର ସାମ୍ବାଦିକ ସଂଘ ପକ୍ଷରୁ ଧାରଣା
ବଲାଙ୍ଗୀର ସାମ୍ବାଦିକ ସଂଘ ପକ୍ଷରୁ ଧାରଣା

ବଲାଙ୍ଗୀର: ଜିଲ୍ଲାରେ ସୋମବାର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଧାରଣା ଦିଆଯାଇଥିଲା । ଏନେଇ ଜିଲ୍ଲାପାଳ ତଥା ଏସ୍‌ପିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।

ବଲାଙ୍ଗୀର ସାମ୍ବାଦିକ ସଂଘ ପକ୍ଷରୁ ଧାରଣା

ବଲାଙ୍ଗୀରରେ ସୋମବାର ଜିଲ୍ଲା ସାମ୍ବାଦିକ ସଙ୍ଘଦ୍ବାରା ଜିଲ୍ଲାପାଳଙ୍କ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା । ତେବେ କିଛି ବ୍ୟକ୍ତି ସାମ୍ବାଦିକ ଓ ସାମ୍ବାଦିକ ସଙ୍ଘ ଉପରେ ଆପତ୍ତିଜନକ ଲେଖା ଅନବରତ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଆସୁଛନ୍ତି । ଏହାକୁ ନେଇ ପୋଲିସକୁ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଏତଲା ଦିଆଯାଇଥିଲା । ଏହାସହ ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବାକୁ ସଂଘ ପକ୍ଷୁରୁ ଦାବି କରାଯାଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ୍, ଇଟିଭି ଭାରତ

Intro:ବଲାଂଗୀର ରେ ଆଜି ଜିଲ୍ଲା ସାମ୍ବାଦିକ ସଂଘ ଦ୍ୱାରା ଧାରଣା ଦିଆ ଯାଇଥିଲା। ଏବଂ ଜିଲ୍ଲା ପାଲ୍ ତଥା ଏସପି ଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା। Body:ବଲାଂଗୀର ରେ ଆଜି ଜିଲ୍ଲା ସାମ୍ବାଦିକ ସଂଘ ଦ୍ୱାରା ଜିଲ୍ଲାପାଳ ଙ୍କ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆ ଯାଇଥିଲା। ତେବେ କିଛି ବ୍ୟକ୍ତି ସାମ୍ବାଦିକ ଓ ସାମ୍ବାଦିକ ସଂଘ ଉପରେ ଆପତ୍ତି ଜନକ ଲେଖା ଅନବରତ ବିଭିନ୍ନ ଗଣ ମାଧ୍ୟମରେ ପୋଷ୍ଟ୍ କରି ଆସୁଛନ୍ତି। ଏବଂ ଏହାକୁ ନେଇ ପୋଲିସ ରେ ମଧ୍ୟ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଏତଲା ଦିଆ ଯାଇଥିବା ବେଳେ ଦୋଷୀ ଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବାକୁ ସଂଘ ପକ୍ଷୁରୁ ଦାବି କରାଯାଇଛି । ଏବଂ ଜିଲ୍ଲା ପାଲ୍ ତଥା ଏସପି ଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.