ETV Bharat / state

ଇଲେକ୍ଟ୍ରି ଗ୍ରିଡରେ ବୁଲିଲା ଭାଲୁ, ସିସିଟିଭିରେ କଏଦ ହେଲା ଦୃଶ୍ୟ

author img

By

Published : Jun 7, 2022, 2:38 PM IST

ରାସ୍ତାରେ ବୁଲୁଛି ଭାଲୁ । ଏଭଳି ଏକ ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ସଦେଇପାଲି ଇଲେକ୍ଟ୍ରି ଗ୍ରିଡରେ । ଭାଲୁକୁ ଦେଖି କାର୍ଯ୍ୟରତ କର୍ମଚାରୀମାନେ ଭୟଭୀତ ଥିବା ଜଣାପଡ଼ିଛି । ଅଧିକ ପଢ଼ନ୍ତୁ

bear entered into electricity office sadeipali
ଇଲେକ୍ଟ୍ରି ଗ୍ରିଡରେ ବୁଲିଲା ଭାଲୁ, ସିସିଟିଭିରେ କଏଦ ହେଲା ଦୃଶ୍ୟ

ବଲାଙ୍ଗୀର: ରାସ୍ତାରେ ବୁଲୁଛି ଭାଲୁ । ଏଭଳି ଏକ ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ସଦେଇପାଲି ଇଲେକ୍ଟ୍ରି ଗ୍ରିଡରେ । ଭାଲୁକୁ ଦେଖି କାର୍ଯ୍ୟରତ କର୍ମଚାରୀମାନେ ଭୟଭୀତ ଥିବା ଜଣାପଡ଼ିଛି । ବଲାଙ୍ଗୀର ଚନ୍ଦନଭାଟି ରାସ୍ତାରେ ଥିବା ସଦେଇପାଲି ସ୍ଥିତ ଓପିଟିସିଏଲ ବିଦ୍ୟୁତ ଗ୍ରିଡରେ ଭାଲୁ ବୁଲୁଥିବାର ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଛି । ଭାଘୁକୁ ହଠାତ ଦେଖି କାର୍ଯ୍ୟରତ କର୍ମଚାରୀ ମାନେ ଭାୟଭୀତ ହୋଇପଡ଼ିଥିଲେ । ଭାଲୁଟି ଗ୍ରୀଡ ମଧ୍ୟରେ ରହିଥିବା ବେଳେ ବଲାଙ୍ଗୀର ବନ ବିଭାଗର ଏକ ଟିମ ଭାଲୁକୁ ଘଉଡ଼ାଇବା ଉଦ୍ୟମ ଜାରି ରଖିଥିବାର ସୂଚନା ରହିଛି । ଖାଦ୍ୟ ଏବଂ ପାଣି ପାଇଁ ବନ୍ୟଜନ୍ତୁ ସହର ମୁହାଁ ହେଉଥିବା ଅନୁମାନ କରାଯାଉଛି ।

ଇଲେକ୍ଟ୍ରି ଗ୍ରିଡରେ ବୁଲିଲା ଭାଲୁ, ସିସିଟିଭିରେ କଏଦ ହେଲା ଦୃଶ୍ୟ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.