ETV Bharat / sports

ଅଷ୍ଟ୍ରେଲିଆ ଓପନ: ମେଡଭେଡେଭଙ୍କୁ ହରାଇ କ୍ବାର୍ଟରଫାଇନାଲରେ ଷ୍ଟାନ ୱାୱରିଙ୍କା

author img

By

Published : Jan 27, 2020, 5:41 PM IST

ଅଷ୍ଟ୍ରେଲିଆ ଓପନର 4ର୍ଥ ରାଉଣ୍ଡରେ ରୁଷିଆର ଭେଟେରାନ ଡାନିଏଲ ମେଡଭେଡଭଙ୍କୁ 6-2, 2-6, 4-6, 7-6(2), 6-2 ହରାଇ କ୍ବାର୍ଟରଫାଇନାଲରେ ଷ୍ଟାନ ୱାୱରିଙ୍କା ।

Australian Open
ଅଷ୍ଟ୍ରେଲିଆ ଓପନ

ହାଇଦ୍ରବାଦ: ଅଷ୍ଟ୍ରେଲିଆ ଓପନ କ୍ବାର୍ଟରଫାଇନାଲରେ ଷ୍ଟାନ ୱାୱରିଙ୍କା । 4ର୍ଥ ରାଉଣ୍ଡରେ ରୁଷିଆର ଭେଟେରାନ ଡାନିଏଲ ମେଡଭେଡଭଙ୍କୁ 6-2, 2-6, 4-6, 7-6(2), 6-2 ହରାଇଛନ୍ତି ଷ୍ଟାନ । ଏହି ବିଜୟ ଷ୍ଟାନ ୱାୱରିଙ୍କାଙ୍କ 300ତମ ଟୁର ସ୍ତରୀୟ ବିଜୟ ।

2014 ଅଷ୍ଟ୍ରେଲିଆ ଓନପ ଚମ୍ପିଆନ ହୋଇଥିଲେ ଷ୍ଟାନ ୱାୱରିଙ୍କା । କ୍ବାର୍ଟରଫାଇନାଲ ମୁକାବିଲାରେ ଆଲେକଜାଣ୍ଡର ଜଭର୍ଭ କିମ୍ବା ଆଣ୍ଡ୍ରେ ରବଲେଭଙ୍କ ସହ ମୁହାଁମୁହିଁ ହୋଇପାରନ୍ତି ଷ୍ଟାନ । ଅନ୍ୟପଟେ ବର୍ଷ 2020ରେ ମେଡଭେଡେଭଙ୍କର ଏହା 2ୟ ପରାଜୟ । ପୂର୍ବରୁ ATP କପରେ ନୋବାକ ଜୋକଭିକଙ୍କ ଠାରୁ ପରାସ୍ତ ହୋଇଥିଲେ ମେଡଭେଡେଭ ।

Intro:Body:

BLANK


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.