ETV Bharat / sports

ଭାରତ-ଇଂଲଣ୍ଡ ଦିନିକିଆ ଟି-ଟ୍ବେଣ୍ଟି ଦଳ ଘୋଷିତ

author img

By

Published : Jul 1, 2022, 10:52 AM IST

ଇଲଂଣ୍ଡ ବିପକ୍ଷ ଆଗାମୀ ଟି-ଟ୍ବେଣ୍ଟି ଓ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଅଧିକ ପଢନ୍ତୁ

ଭାରତ-ଇଂଲଣ୍ଡ ଦିନିକିଆ ଟି-ଟ୍ବେଣ୍ଟି ଦଳ ଘୋଷିତ
ଭାରତ-ଇଂଲଣ୍ଡ ଦିନିକିଆ ଟି-ଟ୍ବେଣ୍ଟି ଦଳ ଘୋଷିତ

ମୁମ୍ବାଇ: ଇଲଂଣ୍ଡ ବିପକ୍ଷ ଆଗାମୀ ଟି-ଟ୍ବେଣ୍ଟି ଓ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । କୋରୋନା ପାଇଁ ଟେଷ୍ଟ ସିରିଜରୁ ବାଦ ପଡିଥିବା ରୋହିତ ଶର୍ମା ଉଭୟ ଦଳକୁ ଫେରିବେ । 5 ତାରିଖରେ ଟେଷ୍ଟ ଶେଷ ହେବ । 7ରୁ ଟି-ଟ୍ବେଣ୍ଟି ସିରିଜ ଆରମ୍ଭ ହେବ । ଏଥିରେ ରୋହିତ ଶର୍ମା ନେତୃତ୍ବ ନେବେ । ଏହା ସହ ଦିନିକିଆ ଦଳକୁ ଶିଖର ଧାୱନ ଫେରିଛନ୍ତି ।

ପ୍ରଥମ ଟି-ଟ୍ବେଣ୍ଟି ସ୍କ୍ବାର୍ଡ: ରୋହିତ ଶର୍ମା (ଅଧିନାୟକ), ଇଶାନ କିଷନ, ଋତୁରାଜ ଗାଏକ୍ବାର୍ଡ, ସଞ୍ଜୁ ସାମସନ, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା, ରାହୁଲ ତ୍ରିପାଠୀ, ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଭେଙ୍କଟେଶ ଆୟର, ୟୁଝବେନ୍ଦ୍ର ଚହର, ଅକ୍ଷର ପଟେଲ, ରବି ବିଷ୍ଣୋଇ, ଭୁବନେଶ୍ବର କୁମାର, ହର୍ଶଲ ପଟେଲ, ଅଭେଶ ଖାନ, ଅର୍ଶଦୀପ ସିଂହ, ଉମ୍ରାନ ମଲିକ ।

ଦ୍ବିତୀୟ ଓ ତୃତୀୟ ଟି-ଟ୍ବେଣ୍ଟି: ରୋହିତ ଶର୍ମା (ଅଧିନାୟକ), ଇଶାନ କିଷନ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା, ଶ୍ରେୟାସ ଆୟର, ଦିନେଶ କାର୍ତ୍ତିକ, ଋଷବ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଜଶପ୍ରୀତ ବୁମରା, ୟୁଝବେନ୍ଦ୍ର ଚହର, ରବି ବିଷ୍ଣୋଇ, ଭୁବନେଶ୍ବର କୁମାର, ହର୍ଶଲ ପଟେଲ, ଅଭେଶ ଖାନ, ଉମ୍ରାନ ମଲିକ ।

ଦିନିକିଆ ସ୍କ୍ବାର୍ଡ: ରୋହିତ ଶର୍ମା (ଅଧିନାୟକ), ଶିଖର ଧାୱନ, ଇଶାନ କିଷନ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟାସ ଆୟର, ଦିନେଶ କାର୍ତ୍ତିକ, ଋଷବ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ସାର୍ଦୁଳ ଠାକୁର, ଜଶପ୍ରୀତ ବୁମରା, ୟୁଝବେନ୍ଦ୍ର ଚହର, ଭୁବନେଶ୍ବର କୁମାର, ଅକ୍ଷର ପଟେଲ, ଅଭେଶ ଖାନ, ଉମ୍ରାନ ମଲିକ, ଅର୍ଶଦୀପ ସିଂହ, ମହଦ ସିରାଜ, ମହମ୍ମଦ ସାମି, ପ୍ରସିଦ୍ଧି କ୍ରିଷ୍ଣା । 7, 9, 10ରେ 3ଟି ଟି-ଟ୍ବେଣ୍ଟି ଓ 12, 14 ଓ 17ରେ ଦିନିକିଆ ମ୍ୟାଚ ଖେଳାଯିବ ।

ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.