ETV Bharat / sports

T20 World Cup: ଟସ୍‌ ଜିତି ଶ୍ରୀଲଙ୍କା ବିପକ୍ଷରେ ଅଷ୍ଟ୍ରେଲିଆର ବୋଲିଂ

author img

By

Published : Oct 28, 2021, 7:53 PM IST

ଟସ୍‌ ଜିତି ଅଷ୍ଟ୍ରେଲିଆ କ୍ୟାପଟେନ ଆରୋନ ଫିଞ୍ଚ୍‌ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ...

T20 World Cup: Australia have won the toss and will field first vs srilanka
ଟସ୍‌ ଜିତି ଅଷ୍ଟ୍ରେଲିଆ କ୍ୟାପଟେନ ଆରୋନ ଫିଞ୍ଚ୍‌ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି

ଦୁବାଇ: ଟି-୨୦ ବିଶ୍ବକପର ସୁପର ୧୨ ପର୍ଯ୍ୟାୟରେ ଗ୍ରୁପ ୧ରେ ଥିବା ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା ରହିଛି । ଟସ୍‌ ଜିତି ଅଷ୍ଟ୍ରେଲିଆ କ୍ୟାପଟେନ ଆରୋନ ଫିଞ୍ଚ୍‌ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ।

ଚୂଡାନ୍ତ ଏକାଦଶ:

ଅଷ୍ଟ୍ରେଲିଆ: ଡେଭିଡ ୱାର୍ଣ୍ଣର, ଆରୋନ ଫିଞ୍ଚ୍‌ (କ୍ୟାପଟେନ), ମିଚେଲ ମାର୍ଶ, ଷ୍ଟିଭେନ ସ୍ମିଥ, ଗ୍ଳେନ ମାକ୍ସୱେଲ, ମାର୍କସ ଷ୍ଟୋଇନିସ, ମାଥ୍ୟୁ ୱାଡେ(ୱିକେଟ କିପର), ପାଟ୍‌ କମିନ୍ସ, ମିଚେଲ ଷ୍ଟାର୍କ, ଆଡାମ ଜାମ୍ପା, ଜସ ହେଜେଲଉଡ୍‌ ।

ଶ୍ରୀଲଙ୍କା: କୁଶାଲ ପରେରା(ୱିକେଟ କିପର), ପାଥୁମ ନିଶାଙ୍କା, ଚାରିଥ ଅସଲାଙ୍କା, ଅଭିସ୍କା ଫର୍ନାଣ୍ଡୋ, ୱାହିନ୍ଦୁ ହସରଙ୍ଗା, ଭାନୁକା ରଜପକସା, ଦାସୁନ ସନାକା(କ୍ୟାପଟେନ୍‌), ଚମିକା କରୁଣାରତ୍ନେ, ଦୁଷ୍ମନ୍ତ ଚମୀରା, ଲାହିରୁ କୁମାରା, ମହିଶ ଥିକସାନା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.