ETV Bharat / sports

IPL 2022: ବାଙ୍ଗାଲୋର ବିପକ୍ଷରେ ଟସ୍‌ ଜିତିଲା ହାଇଦ୍ରାବାଦ

author img

By

Published : Apr 23, 2022, 7:23 PM IST

ଟସ୍‌ ଜିତି ସନରାଇଜର୍ସ ହାଇଦ୍ରାବାଦ କ୍ୟାପଟେନ କେନ ୱିଲିୟମସନ ବୋଲିଂ ନିଷ୍ପତ୍ତି ନେବା ସହ RCBକୁ ବ୍ୟାଟିଂ ଆମନ୍ତ୍ରଣ କରିଛନ୍ତି । ଅଧିକ ପଢନ୍ତୁ

IPL 2022: Sunrisers Hyderabad elect to bowl against  Royal Challengers Bangalore
IPL 2022: ବାଙ୍ଗାଲୋର ବିପକ୍ଷରେ ଟସ୍‌ ଜିତିଲା ହାଇଦ୍ରାବାଦ

ମୁମ୍ବାଇ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ ଟୁର୍ଣ୍ଣାମେଣ୍ଟର(IPL 2022) ୩୬ତମ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ଓ ସନରାଇଜର୍ସ ହାଇଦ୍ରାବାଦ(SRH) ମଧ୍ୟରେ ଖେଳାଯାଉଛି । ଟସ୍‌ ଜିତି ସନରାଇଜର୍ସ ହାଇଦ୍ରାବାଦ କ୍ୟାପଟେନ କେନ ୱିଲିୟମସନ ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ସହ RCBକୁ ବ୍ୟାଟିଂ ଆମନ୍ତ୍ରଣ କରିଛନ୍ତି ।

ଚୂଡାନ୍ତ ଏକାଦଶ

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ଫାଫ ଡୁପ୍ଲେସିସ(କ୍ୟାପଟେନ୍‌), ଅନୁଜ ରାୱତ, ବିରାଟ କୋହଲି, ଗ୍ଳେନ ମାକ୍ସୱେଲ୍‌, ସୂୟଶ ପ୍ରଭୁଦେଶାଇ, ଶାହାବାଜ ଅହମ୍ମଦ, ଦିନେଶ କାର୍ତ୍ତିକ(ୱିକେଟ କିପର), ୱାନିନ୍ଦୁ ହସରଙ୍ଗା, ହର୍ଷଲ ପଟେଲ, ଜସ ହେଜେଲଉଡ୍‌, ମହମ୍ମଦ ସିରାଜ ।

ସନରାଇଜର୍ସ ହାଇଦ୍ରାବାଦ: ଅଭିଶେକ ବର୍ମା, କେନ୍‌ ୱିଲିୟମସନ(କ୍ୟାପଟେନ୍‌), ରାହୁଲ ତ୍ରିପାଠୀ, ଆଡନ ମାର୍କ୍ରମ, ନିକୋଲାସ ପୋରୋନ(ୱିକେଟ କିପର), ଶଶାଙ୍କ ସିଂ, ଜଗଦୀଶା ସୁଚିତ, ଭୁବନେଶ୍ବର କୁମାର, ମାର୍କୋ ଜେନସେନ, ଉରମାନ ମଲିକ, ଟି ନଟରାଜନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.