ETV Bharat / sports

Asia Cup 2022 : ଟସ ଜିତିଲା ହଂକଂ, ପ୍ରଥମେ ବ୍ୟାଟିଂ କରିବ ଭାରତ

author img

By

Published : Aug 31, 2022, 7:22 PM IST

ଏସିଆ କପ୍‌ ୨୦୨୨ ଗ୍ରୁପ ଏ'ରେ ଭାରତ ଖେଳୁଛି ଦ୍ବିତୀୟ ମ୍ୟାଚ୍‌ । ଭାରତ ବିପକ୍ଷ ମ୍ୟାଚ୍‌ରେ ହଂକଂ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ଅଧିକ ପଢନ୍ତୁ

Asia Cup 2022 : ଟସ ଜିତିଲା  ହଙ୍ଗକଙ୍ଗ, ପ୍ରଥମେ ବ୍ୟାଟିଂ କରିବ ଭାରତ
Asia Cup 2022 : ଟସ ଜିତିଲା ହଙ୍ଗକଙ୍ଗ, ପ୍ରଥମେ ବ୍ୟାଟିଂ କରିବ ଭାରତ

ହାଇଦ୍ରାବାଦ : ଏସିଆ କପ୍‌ ୨୦୨୨ ଗ୍ରୁପ ଏ'ରେ ଭାରତ ଖେଳୁଛି ଦ୍ବିତୀୟ ମ୍ୟାଚ୍‌ । ଭାରତ ବିପକ୍ଷ ମ୍ୟାଚ୍‌ରେ ହଂକଂ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ଆଜିର ମ୍ୟାଚରେ ଗୋଟିଏ ପରିବର୍ତ୍ତନ ହୋଇଛି । ବାମ ହାତି ବ୍ୟାଟର ଋଷଭ ପନ୍ତ ପନ୍ତଙ୍କ ପ୍ଲେଇଁ ଇଲେଭେନରେ ସ୍ଥାନ ମିଳିଛି । ଆଜିର ମ୍ୟାଚରେ ଅଲରାଉଣ୍ଡରେ ହାର୍ଦ୍ଦିକ ପାଣ୍ଡ୍ୟା ଖେଳୁ ନାହିଁନ୍ତି । ତାଙ୍କ ବଦଳରେ ସ୍ଥାନ ପାଇଛନ୍ତି ଯୁବ ତାରକା ଋଷଭ ପନ୍ତ ।

ପ୍ଲେଇଂ ଇଲେଭେନ ଭାରତ

ରୋହିତ ଶର୍ମା ( ଅଧିନାୟକ ), କେଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ଦିନେଶ କାର୍ତ୍ତିକ, ୟୁଜିବେନ୍ଦ୍ର ଚହଲ, ରବୀନ୍ଦ୍ର ଜାଡେଜା, ଭୁବନେଶ୍ବର କୁମାର, ଆଭେଷ ଖାନ, ଅର୍ଶଦୀପ ସିଂହ

ପ୍ଲେଇଂ ଇଲେଭେନ ହଂକଂ

ନିଜାକତ ଖାନ ( ଅଧିନାୟକ ), ୟାସିମ ମୁରତଜା, ବାବର ହାୟତ, କିଞ୍ଚିତ ଶାହ, ଅଜିଜ ଖାନ, ସ୍କଟ ମକିଚିକି, ଜୀଶାନ ଅଲ୍ଲୀ, ହରୁନ ଅର୍ଶଦ, ଏଶାନ ଖାନ, ଆୟୁଷ ଶୁକ୍ଲା, ମହମ୍ମଦ ଘଜାନଫର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.