ETV Bharat / sports

ମାର୍ଚ୍ଚ ୨୬ରୁ IPL 2022:  ଜାଣନ୍ତୁ କେଉଁଦିନ, କେଉଁଠି କିଏ କାହାକୁ ଦେବ ଟକ୍କର

author img

By

Published : Mar 7, 2022, 2:08 PM IST

Updated : Mar 7, 2022, 2:54 PM IST

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୨ ସଂସ୍କରଣ ମାର୍ଚ୍ଚ ୨୬ରୁ ମଇ ୨୯ ପର୍ଯ୍ୟନ୍ତ ଖେଳାଯିବା ନେଇ ସୂଚୀ ରହିଛି । ନଜର ପକାନ୍ତୁ ମ୍ୟାଚ ବିବରଣୀ ଉପରେ

IPL 2022 ଲିଗ୍ ପର୍ଯ୍ୟାୟର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ।
IPL 2022 ଲିଗ୍ ପର୍ଯ୍ୟାୟର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ।

ମୁମ୍ବାଇ: କ୍ରିକେଟର ସବୁଠୁ ବଡ ଟୁର୍ଣ୍ଣାମେଣ୍ଟ ଭାବେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୨ ସଂସ୍କରଣ ମାର୍ଚ୍ଚ ୨୬ରୁ ମଇ ୨୯ ପର୍ଯ୍ୟନ୍ତ ଖେଳାଯିବା ନେଇ ସୂଚୀ ରହିଛି । ଏଥର ମୋଟ ୭୦ଟି ଲିଗ୍‌ ପର୍ଯ୍ୟାୟ ମ୍ୟାଚ୍‌ ମୁମ୍ବାଇ ଓ ପୁନେର ୪ଟି ଅନ୍ତର୍ଜାତୀୟ ସ୍ତରୀୟ ଭେନ୍ୟୁରେ ଖେଳାଯିବାକୁ ସ୍ଥିତ ହୋଇଛି । ପ୍ଲେ-ଅଫ୍‌ ପର୍ଯ୍ୟାୟର ଭେନ୍ୟୁ ପରବର୍ତ୍ତୀ ସମୟରେ ଆଇପିଏଲ ପରିଚାଳନା ପରିଷଦ ଘୋଷଣା କରିବେ ।

ମୁମ୍ବାଇର ଐତିହାସିକ ୱାଙ୍ଖେଡେ ଷ୍ଟାଡିୟମରେ ୨୦ଟି ମ୍ୟାଚ୍‌ ଓ ବ୍ରାବୋର୍ନୋ ଷ୍ଟାଡିୟମ(CCI) ଷ୍ଟାଡିୟମରେ ୧୫ଟି ମ୍ୟାଚ୍‌ ଖେଳାଯିବ । ଡିୱାଇ ପାଟିଲ ଷ୍ଟାଡିୟମ, ମୁମ୍ବାଇରେ ୨୦ଟି ମ୍ୟାଚ୍‌ ଆୟୋଜନ ସହ ପୁନେର MCA ଅନ୍ତର୍ଜାତୀୟ ଷ୍ଟାଡିୟମରେ ୧୫ଟି ମ୍ୟାଚ୍‌ ଖେଳାଯିବା ନେଇ ଯୋଜନା ରହିଛି ।

ସମସ୍ତ ୧୦ଟି ଟିମକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି । ଗ୍ରୁପ-ଏ'ରେ ରହିଛନ୍ତି -ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀ କ୍ୟାପିଟାଲ୍ସ, କୋଲକାତା ନାଇଟ ରାଇଡର୍ସ, ରାଜସ୍ଥାନ ରୟାଲ୍ସ ଓ ଲକ୍ଷ୍ନୌ ସୁପର ଜିଆଣ୍ଟସ । ସେହିପରି ଗ୍ରୁପ ବି'ରେ ରହିଛନ୍ତି- ଚେନ୍ନାଇ ସୁପର କିଙ୍ଗ୍ସ, ସନରାଇଜର୍ସ ହାଇଦ୍ରାବାଦ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ପଞ୍ଜାବ କିଙ୍ଗ୍ସ ଓ ଗୁଜରାଟ ଟାଇଟାନ୍‌ସ । ଜାଣନ୍ତୁ କେଉଁଦିନ କେଉଁଠି କାହାର ମ୍ୟାଚ :-

ଖେଳ ସୂଚୀ:-

  • ମାର୍ଚ୍ଚ ୨୬ ଚେନ୍ନାଇ ସୁପର କିଙ୍ଗ୍ସ ବନାମ କୋଲକାତା ନାଇଟ୍ ରାଇଡର୍ସ ୱାଙ୍ଖେଡେ ଷ୍ଟାଡିୟମ ସଂଧ୍ୟା ୭.୩୦ ।
  • ମାର୍ଚ୍ଚ ୨୭ ଦିଲ୍ଲୀ କାପିଟାଲ୍ସ ବନାମ ମୁମ୍ବାଇ ଇଣ୍ଡିଆନ୍ସ ସିସିଆଇ , ପୂର୍ବାହ୍ନ ୩.୩୦ ।
  • ମାର୍ଚ୍ଚ ୨୭ ପଞ୍ଜାବ କିଙ୍ଗ୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଡିୱାଇ ପାଟିଲ ଷ୍ଟାଡିୟମ ସଂଧ୍ୟା ୭.୩୦ ।
  • ମାର୍ଚ୍ଚ ୨୮ ଗୁଜୁରାଟ ଟାଇଟାନ୍ସ ବନାମ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ୱାଙ୍ଖେଡେ ଷ୍ଟାଡିୟମ୍ ସଂଧ୍ୟା ୭.୩୦ ।
  • ମାର୍ଚ୍ଚ ୨୯ ସନରାଇଜର୍ସ ହାଇଦ୍ରାବାଦ ବନାମ ରାଜସ୍ଥାନ ରୟାଲ୍ସ ଏମସିଏ ଷ୍ଟାଡିୟମ, ପୁଣେ ସଂଧ୍ୟା ୭.୩୦ ।
  • ମାର୍ଚ୍ଚ ୩୦ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ କୋଲକାତା ନାଇଟ୍ ରାଇଡର୍ସ ଡିୱାଇ ପାଟିଲ ଷ୍ଟାଡିୟମ, ସଂଧ୍ୟା ୭.୩୦ ।
  • ମାର୍ଚ୍ଚ ୩୧ ଲକ୍ଷ୍ନୌ ସୁପର ଜିଏଣ୍ଟସ୍ ବନାମ ଚେନ୍ନାଇ ସୁପର କିଙ୍ଗସ୍ ସିସିଆଇ ସଂଧ୍ୟା ୭.୩୦ ।
  • ଏପ୍ରିଲ୍ ୧ କୋଲକାତା ନାଇଟ୍ ରାଇଡର୍ସ ବନାମ ପଞ୍ଜାବ କିଙ୍ଗସ୍ , ୱାଙ୍ଖେଡେ ଷ୍ଟାଡିୟମ୍ , ସଂଧ୍ୟା ୭.୩୦ ।
  • ଏପ୍ରିଲ୍ ୨ ମୁମ୍ବାଇ ଇଣ୍ଡିଆନ୍ସ ବନାମ ରାଜସ୍ଥାନ ରୟାଲ୍ସ ଡିୱାଇ ପାଟିଲ ଷ୍ଟାଡିୟମ ପୂର୍ବାହ୍ନ ୩.୩୦ ।
  • ଏପ୍ରିଲ୍ ୨ ଗୁଜୁରାଟ ଟାଇଟାନ୍ସ ବନାମ ଦିଲ୍ଲୀ କାପିଟାଲ୍ସ ଏମସିଏ ଷ୍ଟାଡିୟମ , ପୁଣେ ସଂଧ୍ୟା ୭.୩୦।
  • ଏପ୍ରିଲ୍ ୩ ଚେନ୍ନାଇ ସୁପର କିଙ୍ଗ୍ସ ବନାମ ପଞ୍ଜାବ କିଙ୍ଗସ୍ ସିସିଆଇ ସଂଧ୍ୟା ୭.୩୦ ।
  • ଏପ୍ରିଲ୍ ୪ ସନରାଇଜର୍ସ ହାଇଦ୍ରାବାଦ ବନାମ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଡିୱାଇ ପାଟିଲ୍ ଷ୍ଟାଡିୟମ୍ ସଂଧ୍ୟା ୭.୩୦ ।
  • ଏପ୍ରିଲ୍ ୫ ରାଜସ୍ଥାନ ରୟାଲ୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୱାଙ୍ଖେଡେ ଷ୍ଟାଡିୟମ ସଂଧ୍ୟା ୭.୩୦ ।
  • ଏପ୍ରିଲ୍ ୬ କୋଲକାତା ନାଇଟ୍ ରାଇଡର୍ସ ବନାମ ମୁମ୍ବାଇ ଇଣ୍ଡିଆନ୍ସ ଏମସିଏ ଷ୍ଟାଡିୟମ, ପୁଣେ ସଂଧ୍ୟା ୭.୩୦ ।
  • ଏପ୍ରିଲ୍ ୭ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ବନାମ ଦିଲ୍ଲୀ କାପିଟାଲ୍ସ ଡିୱାଇ ପାଟିଲ୍ ଷ୍ଟାଡିୟମ୍ ,ସଂଧ୍ୟା ୭.୩୦ ।
  • ଏପ୍ରିଲ୍ ୮ ପଞ୍ଜାବ କିଙ୍ଗସ୍ ବନାମ ଗୁଜୁରାଟ ଟାଇଟାନ୍ସ ସିସିଆଇ ,ସଂଧ୍ୟା ୭.୩୦ ।
  • ଏପ୍ରିଲ୍ ୯ ଚେନ୍ନାଇ ସୁପର କିଙ୍ଗ୍ସ ବନାମ ସନରାଇଜର୍ସ ହାଇଦ୍ରାବାଦ ଡିୱାଇ ପାଟିଲ ଷ୍ଟାଡିୟମ ,ପୂର୍ବାହ୍ନ ୩.୩୦ ।
  • ଏପ୍ରିଲ୍ ୯ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ ମୁମ୍ବାଇ ଇଣ୍ଡିଆନ୍ସ ଏମସିଏ ଷ୍ଟାଡିୟମ, ପୁଣେ ସଂଧ୍ୟା ୭.୩୦ ।
  • ଏପ୍ରିଲ୍ ୧୦ କୋଲକାତା ନାଇଟ୍ ରାଇଡର୍ସ ବନାମ ଦିଲ୍ଲୀ କାପିଟାଲ୍ସ ସିସିଆଇ ,ପୁର୍ବାହ୍ନ ୩.୩୦ ।
  • ଏପ୍ରିଲ୍ ୧୦ ରାଜସ୍ଥାନ ରୟାଲ୍ସ ବନାମ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ୱାଙ୍ଖେଡେ ଷ୍ଟଡିୟମ ,ସଂଧ୍ୟା ୭.୩୦ ।
  • ଏପ୍ରିଲ୍ ୧୧ ସନରାଇଜର୍ସ ହାଇଦ୍ରାବାଦ ବନାମ ଗୁଜୁରାଟ ଟାଇଟାନ୍ସ ଡିୱାଇ ପାଟିଲ ଷ୍ଟାଡିୟମ ସଂଧ୍ୟା ୭.୩୦ ।
  • ଏପ୍ରିଲ୍ ୧୨ ଚେନ୍ନାଇ ସୁପର କିଙ୍ଗ୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଡିୱାଇ ପାଟିଲ ଷ୍ଟାଡିୟମ ସଂଧ୍ୟା ୭.୩୦ ।
  • ଏପ୍ରିଲ୍ ୧୩ ମୁମ୍ବାଇ ଇଣ୍ଡିଆନ୍ସ ବନାମ ପଞ୍ଜାବ କିଙ୍ଗସ୍ ଏମସିଏ ଷ୍ଟାଡିୟମ୍, ପୁଣେ ସଂଧ୍ୟା ୭.୩୦ ।
  • ଏପ୍ରିଲ୍ ୧୪ ରାଜସ୍ଥାନ ରୟାଲ୍ସ ବନାମ ଗୁଜୁରାଟ ଟାଇଟାନ୍ସ ଡିୱାଇ ପାଟିଲ ଷ୍ଟାଡିୟମ, ସଂଧ୍ୟା ୭.୩୦ ।
  • ଏପ୍ରିଲ୍ ୧୫ ସନରାଇଜର୍ସ ହାଇଦ୍ରାବାଦ ବନାମ କୋଲକାତା ନାଇଟ୍ ରାଇଡର୍ସ ସିସିଆଇ ସଂଧ୍ୟା ୭.୩୦ ।
  • ଏପ୍ରିଲ୍ ୧୬ ମୁମ୍ବାଇ ଇଣ୍ଡିଆନ୍ସ ବନାମ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ସିସିଆଇ ପୂର୍ବାହ୍ନ ୩.୩୦ ।
  • ଏପ୍ରିଲ୍ ୧୬ ଦିଲ୍ଲୀର କାପିଟାଲ୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୱାଙ୍ଖେଡେ ଷ୍ଟଡିୟମ ,ସଂଧ୍ୟା ୭.୩୦ ।
  • ଏପ୍ରିଲ୍ ୧୭ ପଞ୍ଜାବ କିଙ୍ଗସ୍ ବନାମ ସନରାଇଜର୍ସ ହାଇଦ୍ରାବାଦ ଡିୱାଇ ପାଟିଲ ଷ୍ଟାଡିୟମ ପୂର୍ବାହ୍ନ ୩.୩୦ ।
  • ଏପ୍ରିଲ୍ ୧୭ ଗୁଜୁରାଟ ଟାଇଟାନ୍ସ ବନାମ ଚେନ୍ନାଇ ସୁପର କିଙ୍ଗ୍ସ ଏମସିଏ ଷ୍ଟାଡିୟମ, ପୁଣେ ସଂଧ୍ୟା ୭.୩୦ ।
  • ଏପ୍ରିଲ୍ ୧୮ ରାଜସ୍ଥାନ ରୟାଲ୍ସ ବନାମ କୋଲକାତା ନାଇଟ୍ ରାଇଡର୍ସ ସିସିଆଇ ,ସଂଧ୍ୟା ୭.୩୦ ।
  • ଏପ୍ରିଲ୍ ୧୯ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଡିୱାଇ ପାଟିଲ ଷ୍ଟାଡିୟମ ସଂଧ୍ୟା ୭.୩୦ ।
  • ଏପ୍ରିଲ୍ ୨୦ ଦିଲ୍ଲୀ କାପିଟାଲ୍ସ ବନାମ ପଞ୍ଜାବ କିଙ୍ଗସ୍ ଏମସିଏ ଷ୍ଟାଡିୟମ୍, ପୁଣେ ସଂଧ୍ୟା ୭.୩୦ ।
  • ଏପ୍ରିଲ୍ ୨୧ ମୁମ୍ବାଇ ଇଣ୍ଡିଆନ୍ସ ବନାମ ଚେନ୍ନାଇ ସୁପର କିଙ୍ଗ୍ସ ଡିୱାଇ ପାଟିଲ ଷ୍ଟାଡିୟମ, ସଂଧ୍ୟା ୭.୩୦ ।
  • ଏପ୍ରିଲ୍ ୨୨ ଦିଲ୍ଲୀର କାପିଟାଲ୍ସ ବନାମ ରାଜସ୍ଥାନ ରୟାଲ୍ସ ଏମସିଏ ଷ୍ଟାଡିୟମ୍ ପୁଣେ, ସଂଧ୍ୟା ୭.୩୦ ।
  • ଏପ୍ରିଲ୍ ୨୩ କୋଲକାତା ନାଇଟ୍ ରାଇଡର୍ସ ବନାମ ଗୁଜୁରାଟ ଟାଇଟାନ୍ସ ଡିୱାଇ ପାଟିଲ ଷ୍ଟାଡିୟମ, ପୂର୍ବାହ୍ନ ୩.୩୦ ।
  • ଏପ୍ରିଲ୍ ୨୩ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ ସନରାଇଜର୍ସ ହାଇଦ୍ରାବାଦ ସିସିଆଇ, ସଂଧ୍ୟା ୭.୩୦ ।
  • ଏପ୍ରିଲ୍ ୨୪ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ବନାମ ମୁମ୍ବାଇ ଇଣ୍ଡିଆନ୍ସ ୱାଙ୍ଖେଡେ ଷ୍ଟଡିୟମ, ସଂଧ୍ୟା ୭.୩୦ ।
  • ଏପ୍ରିଲ୍ ୨୫ ପଞ୍ଜାବ କିଙ୍ଗ୍ସ ବନାମ ଚେନ୍ନାଇ ସୁପର କିଙ୍ଗ୍ସ ୱାଙ୍ଖେଡେ ଷ୍ଟଡିୟମ ,ସଂଧ୍ୟା ୭.୩୦ ।
  • ଏପ୍ରିଲ୍ ୨୬ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ ରାଜସ୍ଥାନ ରୟାଲ୍ସ ଏମସିଏ ଷ୍ଟାଡିୟମ ପୁଣେ,ସଂଧ୍ୟା ୭.୩୦ ।
  • ଏପ୍ରିଲ୍ ୨୭ ଗୁଜୁରାଟ ଟାଇଟାନ୍ସ ବନାମ ସନରାଇଜର୍ସ ହାଇଦ୍ରାବାଦ ୱାଙ୍ଖେଡେ ଷ୍ଟଡିୟମ, ସଂଧ୍ୟା ୭.୩୦ ।
  • ଏପ୍ରିଲ୍ ୨୮ ଦିଲ୍ଲୀ କାପିଟାଲ୍ସ ବନାମ କୋଲକାତା ନାଇଟ୍ ରାଇଡର୍ସ ୱାଙ୍ଖେଡେ ଷ୍ଟଡିୟମ, ସଂଧ୍ୟା ୭.୩୦ ।
  • ଏପ୍ରିଲ୍ ୨୯ ପଞ୍ଜାବ କିଙ୍ଗସ୍ ବନାମ ଲକ୍ଷ୍ନୌସୁପର ଜିଏଣ୍ଟସ୍ ଏମସିଏ ଷ୍ଟାଡିୟମ୍, ପୁଣେ ସଂଧ୍ୟା ୭.୩୦ ।
  • ଏପ୍ରିଲ୍ ୩୦ ଗୁଜୁରାଟ ଟାଇଟାନ୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ସିସିଆଇ ପୂର୍ବାହ୍ନ ୩.୩୦ ।
  • ଏପ୍ରିଲ୍ ୩୦ ରାଜସ୍ଥାନ ରୟାଲ୍ସ ବନାମ ମୁମ୍ବାଇ ଇଣ୍ଡିଆନ୍ସ ଡିୱାଇ ପାଟିଲ ଷ୍ଟାଡିୟମ, ସଂଧ୍ୟା ୭.୩୦ ।
  • ମେ ୧ ଦିଲ୍ଲୀ କାପିଟାଲ୍ସ ବନାମ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ୱାଙ୍ଖେଡେ ଷ୍ଟଡିୟମ, ପୂର୍ବାହ୍ନ ୩.୩୦ ।
  • ମେ ୧ ସନରାଇଜର୍ସ ହାଇଦ୍ରାବାଦ ବନାମ ଚେନ୍ନାଇ ସୁପର କିଙ୍ଗ୍ସ ଏମସିଏ ଷ୍ଟାଡିୟମ, ପୁଣେ ସଂଧ୍ୟା ୭.୩୦ ।
  • ମଇ ୨ କୋଲକାତା ନାଇଟ୍ ରାଇଡର୍ସ ବନାମ ରାଜସ୍ଥାନ ରୟାଲ୍ସ ୱାଙ୍ଖେଡେ ଷ୍ଟାଡିୟମ, ସଂଧ୍ୟା ୭.୩୦ ।
  • ମେ ୩ ଗୁଜୁରାଟ ଟାଇଟାନ୍ସ ବନାମ ପଞ୍ଜାବ କିଙ୍ଗ୍ସ ଡିୱାଇ ପାଟିଲ ଷ୍ଟାଡିୟମ ,ସଂଧ୍ୟା ୭.୩୦ ।
  • ମେ ୪ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ ଚେନ୍ନାଇ ସୁପର କିଙ୍ଗ୍ସ ଏମସିଏ ଷ୍ଟାଡିୟମ, ପୁଣେ, ସଂଧ୍ୟା ୭.୩୦।
  • ମଇ ୫ ଦିଲ୍ଲୀ କାପିଟାଲ୍ସ ବନାମ ସନରାଇଜର୍ସ ହାଇଦ୍ରାବାଦ ସିସିଆଇ -ସଂଧ୍ୟା ୭.୩୦।
  • ମଇ ୬ ଗୁଜୁରାଟ ଟାଇଟାନ୍ସ ବନାମ ମୁମ୍ବାଇ ଇଣ୍ଡିଆନ୍ସ ସିସିଆଇ ସଂଧ୍ୟା ୭.୩୦ ।
  • ମଇ ୭ ପଞ୍ଜାବ କିଙ୍ଗସ୍ ବନାମ ରାଜସ୍ଥାନ ରୟାଲ୍ସ ୱାଙ୍ଖେଡେ ଷ୍ଟାଡିୟମ, ପୂର୍ବାହ୍ନ ୩.୩୦ ।
  • ମଇ ୭ ଲକ୍ଷ୍ନୌ ସୁପର ଜଏଣ୍ଟସ୍ ବନାମ କୋଲକାତା ନାଇଟ୍ ରାଇଡର୍ସ ଏମସିଏ ଷ୍ଟାଡିୟମ୍, ପୁଣେ ସଂଧ୍ୟା ୭.୩୦ ।
  • ମଇ ୮ ସନରାଇଜର୍ସ ହାଇଦ୍ରାବାଦ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୱାଙ୍ଖେଡେ ଷ୍ଟଡିୟମ ,ପୂର୍ବାହ୍ନ ୩.୩୦।
  • ମେ ୮ ଚେନ୍ନାଇ ସୁପର କିଙ୍ଗ୍ସ ବନାମ ଦିଲ୍ଲୀ କାପିଟାଲ୍ସ ଡିୱାଇ ପାଟିଲ ଷ୍ଟାଡିୟମ ,ସଂଧ୍ୟା ୭.୩୦ ।
  • ମଇ ୯ ମୁମ୍ବାଇ ଇଣ୍ଡିଆନ୍ସ ବନାମ କୋଲକାତା ନାଇଟ୍ ରାଇଡର୍ସ ଡିୱାଇ ପାଟିଲ ଷ୍ଟାଡିୟମ ,ସଂଧ୍ୟା ୭.୩୦ ।
  • ମେ ୧୦ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ବନାମ ଗୁଜୁରାଟ ଟାଇଟାନ୍ସ ଏମସିଏ ଷ୍ଟାଡିୟମ୍, ପୁଣେ ସଂଧ୍ୟା ୭.୩୦ ।
  • ମଇ ୧୧ ରାଜସ୍ଥାନ ରୟାଲ୍ସ ବନାମ ଦିଲ୍ଲୀ କାପିଟାଲ୍ସ ଡିୱାଇ ପାଟିଲ ଷ୍ଟାଡିୟମ, ସଂଧ୍ୟା ୭.୩୦ ।
  • ମଇ ୧୨ ଚେନ୍ନାଇ ସୁପର କିଙ୍ଗ୍ସ ବନାମ ମୁମ୍ବାଇ ଇଣ୍ଡିଆନ୍ସ ୱାଙ୍ଖେଡେ ଷ୍ଟାଡିୟମ, ସଂଧ୍ୟା ୭.୩୦ ।
  • ମେ ୧୩ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ ପଞ୍ଜାବ କିଙ୍ଗସ୍, ସିସିଆଇ ସଂଧ୍ୟା ୭.୩୦ ।
  • ମଇ ୧୪ କୋଲକାତା ନାଇଟ୍ ରାଇଡର୍ସ ବନାମ ସନରାଇଜର୍ସ ହାଇଦ୍ରାବାଦ ଏମସିଏ ଷ୍ଟାଡିୟମ, ପୁଣେ ସଂଧ୍ୟା ୭.୩୦ ।
  • ମେ ୧୫ ଚେନ୍ନାଇ ସୁପର କିଙ୍ଗ୍ସ ବନାମ ଗୁଜୁରାଟ ଟାଇଟାନ୍ସ ୱାଙ୍ଖେଡେ ଷ୍ଟାଡିୟମ, ପୂର୍ବାହ୍ନ ୩.୩୦ ।
  • ମଇ ୧୫ ଲକ୍ଷ୍ନୌ ସୁପର ଜଏଣ୍ଟସ୍ ବନାମ ରାଜସ୍ଥାନ ରୟାଲ୍ସ ସିସିଆଇ , ସଂଧ୍ୟା ୭.୩୦ ।
  • ମଇ ୧୬ ପଞ୍ଜାବ କିଙ୍ଗ୍ସ ବନାମ ଦିଲ୍ଲୀ କାପିଟାଲ୍ସ ଡିୱାଇ ପାଟିଲ ଷ୍ଟାଡିୟମ, ସଂଧ୍ୟା ୭.୩୦ ।
  • ମଇ ୧୭ ମୁମ୍ବାଇ ଇଣ୍ଡିଆନ୍ସ ବନାମ ସନରାଇଜର୍ସ ହାଇଦ୍ରାବାଦ ୱାଙ୍ଖେଡେ ଷ୍ଟାଡିୟମ, ସଂଧ୍ୟା ୭.୩୦ ।
  • ମେ ୧୮ କୋଲକାତା ନାଇଟ୍ ରାଇଡର୍ସ ବନାମ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଡିୱାଇ ପାଟିଲ୍ ଷ୍ଟାଡିୟମ୍, ସଂଧ୍ୟା ୭.୩୦।
  • ମେ ୧୯ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ ଗୁଜୁରାଟ ଟାଇଟାନ୍ସ ୱାନକେଡେ ଷ୍ଟାଡିୟମ, ସଂଧ୍ୟା ୭.୩୦।
  • ମେ ୨୦ ରାଜସ୍ଥାନ ରୟାଲ୍ସ ବନାମ ଚେନ୍ନାଇ ସୁପର କିଙ୍ଗ୍ସ ସିସିଆଇ ସଂଧ୍ୟା ୭.୩୦ ।
  • ମଇ ୨୧ ମୁମ୍ବାଇ ଇଣ୍ଡିଆନ୍ସ ବନାମ ଦିଲ୍ଲୀର କାପିଟାଲ୍ସ ୱାଙ୍ଖେଡେ ଷ୍ଟାଡିୟମ , ସଂଧ୍ୟା ୭.୩୦।
  • ମଇ ୨୨ ସନରାଇଜର୍ସ ହାଇଦ୍ରାବାଦ ବନାମ ପଞ୍ଜାବ କିଙ୍ଗସ୍ ୱାଙ୍ଖେଡେ ଷ୍ଟାଡିୟମ ,ସଂଧ୍ୟା ୭.୩୦।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Mar 7, 2022, 2:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.