ETV Bharat / sports

ଟସ୍‌ ଜିତିଲା ଦକ୍ଷିଣ ଆଫ୍ରିକା ମହିଳା ଦଳ, ଭାରତକୁ ବ୍ୟାଟିଂ ଆମନ୍ତ୍ରଣ

author img

By

Published : Mar 20, 2021, 7:32 PM IST

ଭାରତ ଓ ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ ଟିମ ମଧ୍ୟରେ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଏକନା ଷ୍ଟାଡିୟରେ ପ୍ରଥମ ଟି20 ସିରଜର ପ୍ରଥମ ମ୍ୟାଚ ଖେଳାଯାଉଛି । ଅଧିକ ପଢନ୍ତୁ...

SA women win toss, elect to field in 1st T20 vs India
ଟସ୍‌ ଜିତିଲା ଦକ୍ଷିଣ ଆଫ୍ରିକା ମହିଳା ଦଳ, ଭାରତକୁ ବ୍ୟାଟିଂ ଆମନ୍ତ୍ରଣ

ଲକ୍ଷ୍ନୌ: ଭାରତ ଓ ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ ଟିମ ମଧ୍ୟରେ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଏକନା ଷ୍ଟାଡିୟରେ ପ୍ରଥମ ଟି20 ସିରଜର ପ୍ରଥମ ମ୍ୟାଚ ଖେଳାଯାଉଛି । ଟସ୍‌ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମ ଫିଲ୍ଡିଂ ନିଷ୍ପତ୍ତି ନେଇଛି ।

ନିୟମିତ ଟି20 କ୍ୟାପଟେନ ହରମନପ୍ରୀତ କୌର ଆହତ କାରଣରୁ ଖେଳୁନଥିବାବେଳେ, ସ୍ମୃତି ମାନ୍ଧାନାଙ୍କୁ ନେତୃତ୍ବ ଦାୟିତ୍ବ ମିଳିଛି । ପୂର୍ବରୁ ଦିନିକିଆ ସିରିଜକୁ 4-1ରେ ଜିତେନେଇଛି ଭ୍ରମଣକାରୀ ଦଳ ।

ଦକ୍ଷିଣ ଆଫ୍ରିକା ମହିଳା ଏକାଦଶ: ଲିଜେଲେ ଲି, ଆନେ ବୋଚ, ସୁନେ ଲୁସ(କ୍ୟାପଟେନ), ଲାଉରା ୱଲଭାରଡଟ, ମିଙ୍ଗନ ଡୁ ପ୍ରୀଜ, ଲାରା ଗୁଡାଲ, ନିଦିନେ ଡି କ୍ଳାର୍କ, ସିନାଲୋ ଜାଫତା(ୱିକେଟ କିପର), ସାବନିମ ଇସମେଲ, ଆୟାବୋଙ୍ଗା ଖାକା, ନୋଙ୍କୁଲୁକେ ମ୍ଲେବା ।

ଭାରତୀୟ ମହିଳା ଏକାଦଶ: ସ୍ମୃତି ମାନ୍ଧାନା(କ୍ୟାପେଟନ), ଶେଫାଳି ବର୍ମା, ଜେମିମ୍ମା ରୋଡ୍ରିଗ୍ୟୁସ, ଦିପ୍ତୀ ଶର୍ମା, ରିଚା ଘୋଷ, ହରଲିନ ଦେଓଲ, ନୁଝାତ ପରବୀଣ(ୱିକେଟ କିପର), ସିମ୍ରନ ଦିଲ ବାହାଦୂର, ପୁନମ ଯାଦବ, ରେଜେଶ୍ବରୀ ଗାଏକ୍ବାଡ, ଅରୁନ୍ଧତୀ ରେଡ୍ଡି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.