ETV Bharat / sports

ବିଶ୍ବ ଟେଷ୍ଟ ଚମ୍ପିଆନସିପ: ପଏଣ୍ଟ ତାଲିକାର ଶୀର୍ଷରେ ଭାରତ

author img

By

Published : Feb 16, 2020, 2:16 PM IST

ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପର ଅନ୍ତର୍ଗତ ବିଦେଶରେ ପ୍ରଥମ ଟେଷ୍ଟ ଖେଳିବ ଭାରତ । ପଏଣ୍ଟ ତାଲିକାର ଶୀର୍ଷରେ ରହିଛି ଭାରତ ।

ICC World test Championship
ବିଶ୍ବ ଟେଷ୍ଟ ଚମ୍ପିଆନସିପ

ନୂଆଦିଲ୍ଲୀ: ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପର ଅନ୍ତର୍ଗତ ବିଦେଶରେ ପ୍ରଥମ ଟେଷ୍ଟ ଖେଳିବ ଭାରତ । ପଏଣ୍ଟ ତାଲିକାର ଶୀର୍ଷରେ ରହିଛି ଭାରତ ।

ICC World test Championship
ବିଶ୍ବ ଟେଷ୍ଟ ଚମ୍ପିଆନସିପ ପଏଣ୍ଟ ତାଲିକା

ନଜର ପକାନ୍ତୁ ବିଶ୍ବ ଟେଷ୍ଟ ଚମ୍ପିଆନସିପର ପଏଣ୍ଟ ତାଲିକା ଉପରେ:

ଖେଳିଥିବା ମୋଟ 7ଟି ମ୍ୟାଚରେ ଅପରାଜେୟ ରହିଛି ବିରାଟ ବାହିନୀ । 360 ପଏଣ୍ଟ ସହ ତାଲିକାର ଶୀର୍ଷରେ ରହିଛି ଭାରତ । 296 ପଏଣ୍ଟ ସହ 2ୟ ସ୍ଥାନରେ ରହିଛି ଅଷ୍ଟ୍ରେଲିଆ । ସର୍ବାଧିକ 10 ମ୍ୟାଚ ଖେଳି 7ଟି ବିଜୟ, 2ଟି ପରାଜୟ ଓ ଗୋଟିଏ ମ୍ୟାଚ ଡ୍ର ରଖିଛି ଦଳ । 9ଟି ମ୍ୟାଚରୁ 5ଟି ବିଜୟ ସହ 146 ରନ ହାସଲ କରି 3ୟ ସ୍ଥାନରେ ଇଂଲଣ୍ଡ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.