ETV Bharat / sports

ICC WTC : ଇଂଲଣ୍ଡକୁ ପରାସ୍ତ କରି ଦ୍ବିତୀୟ ସ୍ଥାନ ହାତେଇଲା ଭାରତ

author img

By

Published : Feb 16, 2021, 3:05 PM IST

ଚେନ୍ନାଇରେ ଖେଳାଯାଉଥିବା ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ଦ୍ବିତୀୟ ମ୍ୟାଚକୁ ଜିଣିଛି ଟିମ୍‌ ଇଣ୍ଡିଆ । ତେବେ ଏହି ବିଜୟ ପରେ ଦଳ ଆଇସିସି ଓ୍ବାର୍ଲ୍ଡ ଟେଷ୍ଟ ଚମ୍ପିଆନସିପର ପଏଣ୍ଟ ଟେବୁଲରେ ଦ୍ବିତୀୟ ସ୍ଥାନକୁ ଉଠିଛି ।

ICC WTC : ଇଂଲଣ୍ଡକୁ ପରାସ୍ତ କରି 2ସ୍ଥାନ ହାତେଇଲା ଭାରତ
ICC WTC : ଇଂଲଣ୍ଡକୁ ପରାସ୍ତ କରି 2ସ୍ଥାନ ହାତେଇଲା ଭାରତ

ଚେନ୍ନାଇ: ଚେନ୍ନାଇରେ ଖେଳାଯାଉଥିବା ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ଦ୍ବିତୀୟ ମ୍ୟାଚକୁ ଜିଣିଛି ଟିମ୍‌ ଇଣ୍ଡିଆ । 2ୟ ଟେଷ୍ଟ ମ୍ୟାଚର 4ର୍ଥ ଦିନରେ ହିଁ 317ରନ୍‌ରେ ଇଂଲଣ୍ଡକୁ ପରାସ୍ତ କରି ସିରିଜକୁ 1-1ରେ ବରାବର କରିଛି । ତେବେ ଏହି ବିଜୟ ସହ ଦଳ ଆଇସିସି ଓ୍ବାର୍ଲ୍ଡ ଟେଷ୍ଟ ଚମ୍ପିଆନସିପର ପଏଣ୍ଟ ଟେବୁଲରେ 2ୟ ସ୍ଥାନକୁ ଉଠିଛି ।

ଏପଟେ ଇଂଲଣ୍ଡ ଦଳ 4ର୍ଥ ସ୍ଥାନକୁ ଖସିଛି ।

ଭାରତ-ଇଂଲଣ୍ଡ 2ୟଟେଷ୍ଟ ମ୍ୟାଚରେ 482ରନ୍‌ର ଲକ୍ଷ୍ୟ ଦେଇଥିଲା ଟିମ୍‌ ଇଣ୍ଡିଆ । 2ୟ ଇଂନିସରେ ଇଂଲଣ୍ଡ 164ରନ୍‌ କରି ଦଳ ଅଲଆଉଟ୍‌ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.