ETV Bharat / sports

କୋରୋନା ଭାଇରସ: ପ୍ରଥମ କ୍ରିକେଟର ଭାବେ ଅଭ୍ୟାସକୁ ଫେରିଲେ ବ୍ରଡ-ୱର୍କସ

author img

By

Published : May 22, 2020, 3:36 PM IST

ମହାମାରୀ କୋରୋନା ଭାଇରସ ଲକଡାଉନ ପରେ ଅଭ୍ୟାସକୁ ଫେରିଛନ୍ତି କ୍ରିକେଟର । ପ୍ରଥମ କ୍ରିକେଟର ଭାବେ ଇଂଲଣ୍ଡର ବୋଲର ଷ୍ଟୁଆର୍ଟ ବ୍ରଡ ଓ କ୍ରିସ ୱର୍କସ ଅଭ୍ୟାସ ଆରମ୍ଭ କରିଛନ୍ତି ।

Broad, Woakes among first cricketers to return to training
କୋରୋନା ଭାଇରସ : ପ୍ରଥମ କ୍ରିକେଟର ଭାବେ ଅଭ୍ୟାସକୁ ଫେରିଲେ ବ୍ରଡ-ୱର୍କସ

ଲଣ୍ଡନ: ମହାମାରୀ କୋରୋନା ଭାଇରସ ଲକଡାଉନ ପରେ ଅଭ୍ୟାସକୁ ଫେରିଛନ୍ତି କ୍ରିକେଟର । ପ୍ରଥମ କ୍ରିକେଟର ଭାବେ ଇଂଲଣ୍ଡର ବୋଲର ଷ୍ଟୁଆର୍ଟ ବ୍ରଡ ଓ କ୍ରିସ ୱର୍କସ ଅଭ୍ୟାସ ଆରମ୍ଭ କରିଛନ୍ତି ।

ବ୍ରଡ ନଟିଂହାମର ଟ୍ରେଣ୍ଟ ବ୍ରିଜ ଗ୍ରାଉଣ୍ଡରେ ଓ ୱର୍କସ ଏଡବେଷ୍ଟନ ବର୍ମିଂହାମରେ ଅଭ୍ୟାସ ଆରମ୍ଭ କରିଛନ୍ତି । ଅଭ୍ୟାସ ବେଳର ଏକ ଭିଡିଓ ଷ୍ଟୁଆର୍ଡ ବ୍ରଡ ଇନଷ୍ଟାଗ୍ରମ ପେଜରେ ପୋଷ୍ଟ କରିଛନ୍ତି ।

ଇଂଲଣ୍ଡ କ୍ରିକେଟ ବୋର୍ଡ ପ୍ରଥମ ପର୍ଯ୍ୟାୟରେ 18ଜଣ ବୋଲରଙ୍କୁ ଅଭ୍ୟାସ ପାଇଁ ଅନୁମତି ପ୍ରଦାାନ କରିଛି । ଏହାପରେ ପର୍ଯ୍ୟାୟକ୍ରମେ ବ୍ୟାଟ୍ସମ୍ୟାନ ଓ ୱିକେଟ କିପରଙ୍କୁ ଅଭ୍ୟାସ ପାଇଁ ସୁଯୋଗ ମିଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.