ETV Bharat / sports

Asia Cup 2022: ଫାଇନାଲ ମୁକାବିଲା, ଶ୍ରୀଲଙ୍କା ବିପକ୍ଷରେ ଟସ୍‌ ଜିତିଲା ପାକିସ୍ତାନ

author img

By

Published : Sep 11, 2022, 7:07 PM IST

Updated : Sep 11, 2022, 8:58 PM IST

ଏସିଆ କପ ଫାଇନାଲ ମ୍ୟାଚ୍‌ରେ ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ ମହାମୁକାବିଲା । ଟସ୍‌ ଜିତି ପାକିସ୍ତାନ ଅଧିନାୟକ ବାବର ଆଜମ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ପ୍ରଥମେ ବ୍ୟାଟିଂ କରିବ ଶ୍ରୀଲଙ୍କା ।

asia cup 2022 : ଟସ ଜିତି ବାବରଙ୍କ ବୋଲିଂ ନିଷ୍ପତ୍ତି, ପ୍ରଥମେ ବ୍ୟାଟିଂ କରିବ ଶ୍ରୀଲଙ୍କା
asia cup 2022 : ଟସ ଜିତି ବାବରଙ୍କ ବୋଲିଂ ନିଷ୍ପତ୍ତି, ପ୍ରଥମେ ବ୍ୟାଟିଂ କରିବ ଶ୍ରୀଲଙ୍କା

ହାଇଦ୍ରାବାଦ: ଏସିଆ କପ ଫାଇନାଲ ମ୍ୟାଚ୍‌ରେ ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ ମହାମୁକାବିଲା । ଟସ୍‌ ଜିତି ପାକିସ୍ତାନ ଅଧିନାୟକ ବାବର ଆଜମ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ପ୍ରଥମେ ବ୍ୟାଟିଂ କରିବ ଶ୍ରୀଲଙ୍କା । ଏସିଆ କପ ଟାଇଟଲ ହାତେଇବା ପାଇଁ ଉଭୟ ଦଳ ମଧ୍ୟରେ ହାଇଭୋଲଟେଜ ମୁକାବିଲା ଦେଖିବାକୁ ମିଳିବ । ଶ୍ରୀଲଙ୍କା ୫ ଥର ଏସିଆ କପ୍‌ ଟାଇଟଲ ହାତେଇ ଥିବା ବେଳେ ପାକିସ୍ତାନ ୨ ଥର ଏସିଆ କପ୍‌ ଟାଇଟଲ ହାତେଇଛି ।

ଚୁଡାନ୍ତ ଏକାଦଶ

ପାକିସ୍ତାନ: ମହମ୍ମଦ ରିଜୱାନ, ବାବର ଆଜମ (ଅଧିନାୟକ), ଫଖର ଜମାନ, ଇଫତିଖର ଅହମ୍ମଦ, ଖୁସଦିଲ ଶାହ, ମହମ୍ମଦ ନୱାଜ, ସହାବ ଖାନ, ଆସିଫ ଅଲ୍ଲୀ, ହରିଶ ରୌଫ, ନସୀମ ଶାହା, ମହମ୍ମଦ ହସନେନ ।

ଶ୍ରୀଲଙ୍କା: ପାଥୁମ ନିଶଙ୍କା, କୁଶଲ ମେଣ୍ଡିସ, ଦାନୁଷ୍କା ଗୁଣତିଲକ, ଧନଞ୍ଜୟ ଡି ସିଲଭା, ଭାନୁକା ରାଜପକ୍ଷେ, ଦାସୁନ ସନକା (ଅଧିନାୟକ), ୱାନିନ୍ଦୁ ହସରଙ୍ଗା, ଚମିକା କରୁଣାରତ୍ନେ, ପ୍ରମୋଦ ମଦୁଶାନ, ମହେଶ ଥିକଶାନା, ଦିଲସନ ମଧୁଶଙ୍କା ।

Last Updated : Sep 11, 2022, 8:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.