ETV Bharat / sitara

ଖାସ ଅନ୍ଦାଜରେ କୋ-ଷ୍ଟାର ଡେଜିଙ୍କୁ ବର୍ଥଡେ ଓ୍ବିଶ କଲେ ଜ୍ୟାକଲିନ

author img

By

Published : Aug 25, 2020, 10:18 PM IST

ଆଜି 'ରେସ୍-3' ଅଭିନେତ୍ରୀ ଡେଜି ଶାହା ନିଜର ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ମଧ୍ୟ 'ରେସ୍-3' ର କୋ- ଷ୍ଟାର ଡେଜିଙ୍କୁ ଏକ ଖାସ ଅନ୍ଦାଜରେ ବର୍ଥଡେ ଓ୍ବିଶ କରିଛନ୍ତି । ଅଧିକ ପଢନ୍ତୁ...

jacqueline fernandez birthday wishes her race 3 co star daisy shah with a picture
ଖାସ ଅନ୍ଦାଜରେ କୋ-ଷ୍ଟାର ଡେଜିଙ୍କୁ ବର୍ଥଡେ ଓ୍ବିଶ କଲେ ଜ୍ୟାକଲିନ

ନୂଆଦିଲ୍ଲୀ: ଆଜି'ରେସ୍-3' ଅଭିନେତ୍ରୀ ଡେଜି ଶାହାଙ୍କର ଜନ୍ମ ଦିନ ।

ଏହି ବିଶେଷଦିନରେ ବହୁ ପ୍ରଶଂସକଙ୍କ ସହିତ ବହୁତ ବଲିଉଡର ସେଲିବ୍ରିଟିମାନେ ମଧ୍ୟ ତାଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ଶୁଭେଚ୍ଛା ଜଣାଉଛନ୍ତି ।

ଏହି ଅବସରରେ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ମଧ୍ୟ 'ରେସ୍-3' ର କୋ- ଷ୍ଟାର ଡେଜିଙ୍କୁ ଏକ ଖାସ ଅନ୍ଦାଜରେ ବର୍ଥଡେ ଓ୍ବିଶ କରିଛନ୍ତି ।

ଜ୍ୟାକଲିନ୍ ଡେଜିଙ୍କ ସହିତ ଏକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏହି ଫଟୋରେ ଦୁହେଁ ତାଙ୍କର ଫିଲ୍ମ ପ୍ରମୋସନ ଉଭେଣ୍ଟରେ ବସି ହସୁଥିବାର ଦେଖିବାକୁ ମିଳିଛି ।

ଫଟୋର କ୍ୟାପସନରେ ଜ୍ୟାକଲିନ୍ ଲେଖିଛନ୍ତି, “ଏହି ପିକ୍ କୁ ମୁଁ ବହୁତ ଭଲ ପାଏ । ହାପି ବର୍ଥଡେ ଡେଜି ।

ଡେଜି ଶାହା ମଲ୍ଟି ଷ୍ଟାରର ‘ରେସ୍-3’ ’,‘ହେଟ ଷ୍ଟୋରୀ’’,‘ଜୟ ହୋ’ ସମେତ ଅନେକ ବଡ ବଲିଉଡ ଫିଲ୍ମରେ କାମ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.