ETV Bharat / crime

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ପିଟି ପିଟି ମାରିଲା ସ୍ୱାମୀ

author img

By

Published : Jul 2, 2022, 8:43 AM IST

ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ବାମୀ । ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

ପାରିବାରିକ କଲହର କରୁଣ ପରିଣତି, ସ୍ତ୍ରୀ କୁ ପିଟି ପିଟି ମାରିଲା ସ୍ୱାମୀ
ପାରିବାରିକ କଲହର କରୁଣ ପରିଣତି, ସ୍ତ୍ରୀ କୁ ପିପାରିବାରିକ କଲହର କରୁଣ ପରିଣତି, ସ୍ତ୍ରୀ କୁ ପିଟି ପିଟି ମାରିଲା ସ୍ୱାମୀଟି ପିଟି ମାରିଲା ସ୍ୱାମୀ

ସମ୍ବଲପୁର: ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ବାମୀ । ସାତ ଜନ୍ମର ସାଥି ହେବା କଥା ଦେଇ ସ୍ତ୍ରୀର ହତ୍ୟାକାରୀ ସାଜିଲା ସ୍ବାମୀ । ଏଭଳି ଅଭିଯୋଗ ଆସିଛି ବୁର୍ଲା ଥାନା ଅନ୍ତର୍ଗତ ଚିପିଲିମା ହରିଜନପଡାରୁ । ଏନେଇ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କଲା ପୋଲିସ । ମୃତ ମହିଳା ଜଣଙ୍କ ହେଉଛନ୍ତି ମୀନତି ବନଛୋର ।

ପାରିବାରିକ କଲହର କରୁଣ ପରିଣତି, ସ୍ତ୍ରୀ କୁ ପିଟି ପିଟି ମାରିଲା ସ୍ୱାମୀ

ଅଭିଯୁକ୍ତ ସ୍ୱାମୀ ଧୀରେନ ବନଛୋର ଓ ସ୍ତ୍ରୀ ମୀନତି ମଧ୍ୟରେ କୌଣସି କାରଣକୁ ନେଇ ଶୁକ୍ରବାର ବଚସା ହୋଇଥିଲା । ଏଥିରେ ଧୀରେନ ଉତ୍ୟକ୍ତ ହୋଇ ଏକ ବାଡିରେ ସ୍ତ୍ରୀକୁ ପଟି ପିଟି ସ୍ତ୍ରୀକୁ ହତ୍ୟା କରିଥିଲା । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରି ଅଭିଯୁକ୍ତକୁ ଗିରଫ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.