ETV Bharat / city

ରାଉରକେଲା ପୋଲିସ ପକ୍ଷରୁ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ

author img

By

Published : Sep 11, 2019, 7:58 PM IST

ରାଉରକେଲାର ଆମ୍ବେଦକର ଛକରେ ପୋଲିସ ପକ୍ଷରୁ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ କରାଯାଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା: ସହରର ଉଦିତନଗର ଠାରେ ଆମ୍ବେଦକର ଛକରେ ପୋଲିସ ପକ୍ଷରୁ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ଏହି ଅବସରରେ ଟ୍ରାଫିକ ନିୟମ ମାନୁଥିବା ଗାଡି ଚାଳକଙ୍କୁ ପେନ ଓ ଚକଲେଟ ପ୍ରଦାନ କରାଯିବା ସହ ଟ୍ରାଫିକ ନିୟମ ମାନୁ ନଥିବା ଲୋକଙ୍କୁ ସଚେତନ କରାଯାଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଏସପି ଏସସି ପଥୀଙ୍କ ସମେତ ପୋଲିସ ଅଧିକାରୀମାନେ ଉପସ୍ଥିତ ରହି ଲୋକଙ୍କୁ ସଚେତନ କରାଇଥିଲେ। ପରିବହନ ସମ୍ପର୍କିତ ନୂଆ ଆଇନକୁ 3 ମାସ କୋହଳ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ମଧ୍ୟ ରାଉରକେଲା ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି।


ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା- ରାଉରକେଲା ର ଉଦିତନଗର ଆମ୍ବେଦକର ଛକ ରେ ପୋଲିସ ଟ୍ରାଫିକ ନିୟମ କୁ ନେଇ ସଚେତନତା କାର୍ଯ୍ୟକ୍ରମ କରି ଥିଲା। ଏହା ଆଗରୁ ଟ୍ରାଫିକ ପୋଷ୍ଟ ରେ ଗୋଲାପ ଫୁଲ ଦିଆ ଯାଇଥିଲା ଟ୍ରାଫିକ ନିୟମ ପାଳନ କରୁ ଥିବା ଲୋକଙ୍କୁ। କିନ୍ତୁ ଆଜି ଉଦିନଗର ରେ ପୋଲିସ କର୍ମଚାରୀ ମାନେ ପେନ ତଥା ଚକଲେଟ ପ୍ରଦାନ କରି ଥିଲେ।Body:ଆଜି ଆମ୍ବେଦକର ଛକ ରେ ଅତିରିକ୍ତ ଏସପି ଏସ ସି ପଥୀଙ୍କ ନେତୃତ୍ୱ ରେ ପୋଲିସ ଅଧିକାରୀ ତଥା କର୍ମଚାରୀ ମାନେ ହେଲମେଟ ପିନ୍ଧି ଗାଡି ଚଳାଉ ଥିବା ଲୋକଙ୍କୁ ଚକଲେଟ ତଥା ପେନ ପ୍ରଦାନ କରିଥିଲେ। ଅନ୍ୟ ପରେ ଯେଉଁ ମାନେ ହେଲମେଟ ପିନ୍ଧି ନ ଥିଲେ କିମ୍ବା ସିଟ ବେଲ୍ଟ ପିନ୍ଧି ନ ଥିଲେ ସେହି ମାନଙ୍କୁ ସଚେତ କର ଯାଇ ଥିଲା।Conclusion:ପରିବହନ ସମ୍ପର୍କିତ ନୂଆ ଆଇନ କୁ 3 ମାସ ପାଇଁ କୋହଳ କରିବା ପାଇଁ ମୁଖ୍ୟ ମନ୍ତ୍ରୀଙ୍କ ଘୋଷଣା ପରେ ମଧ୍ୟ ରାଉରକେଲା ପୋଲିସ ତାର ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.