ETV Bharat / city

ଶିଶୁ କନ୍ୟାକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ: ଜଣେ ଗିରଫ

author img

By

Published : Oct 20, 2019, 6:58 PM IST

ହାତିବାରୀ ଥାନା ଅଞ୍ଚଳରେ ଜଣେ ଚାରିବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରିଛି । ଅଧିକ ଖବର ପଢନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା: ରାଉରକେଲା ନିକଟ ହାତିବାରୀ ଥାନା ଅଞ୍ଚଳରେ ଜଣେ ଚାରିବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ଶିଶୁକନ୍ୟା ଜଣକ ଘର ନିକଟରେ ଖେଳୁଥିଲେ । ସେହି ଗାଁର ଜଣେ ଯୁବକ ଗୋକୁଳ ବଡାଇକ ଚକୋଲେଟର ଲୋଭ ଦେଖାଇ ଶିଶୁ କନ୍ୟାଙ୍କୁ ଏକ ନିର୍ଜନ ସ୍ଥାନକୁ ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲେ । ଶିଶୁର କାନ୍ଦ ଶୁଣି ପରିବାର ଲୋକ ଏବଂ ଗାଁ ଲୋକ ପହଞ୍ଚି ଶିଶୁକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ଗୋକୁଳକୁ ଉତ୍ତମ ମଧ୍ୟମ ଦେଇ ପୋଲିସରେ ଜିମା ଦେଇଥିଲେ ।

ପୋଲିସ ଦୁଷ୍କର୍ମ ଉଦ୍ୟମ ଏବଂ ପୋକ୍ସୋ ଆକ୍ଟରେ ମାମଲା ଦାୟର କରି ଅଭିଯୁକ୍ତଙ୍କୁ ଗିରଫ କରିଛି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ରାଉରକେଲା ନିକଟ ହାତିବରୀ ଥାନା ଅଞ୍ଚଳ ରେ ଜଣେ ଚାରିବର୍ଷର ଶିଶୁ କନ୍ୟାକୁ ବଳତ୍କାର ଉଦ୍ୟମ କରିବା ଅଭିଯୋଗରେ ପୋଲିସ ଅଭିଯୁକ୍ତ କୁ ଗିରଫ କରିଛି ।

Body:ଏହି ଅଞ୍ଚଳରେ ଏକ ଚାରିବର୍ଷର ଶିଶୁକନ୍ୟା ଘର ନିକଟରର ଖେଳୁଥିବା ବେଳେ ଉକ୍ତ ଗାଁ ର ଜଣେ ଯୁବକ ଗୋକୁଳ ବଡାଇକ ଶିଶୁ ଟିକୁ ଚକଲେଟ ର ଲୋଭ ଦେଖାଇ ଏକ ନିର୍ଜନ ସ୍ଥାନକୁ ନେଇ ବଳତ୍କାର କରିବାକୁ ଉଦ୍ୟମ କରିଥିଲେ । ଶିଶୁ ର କ୍ରନ୍ଦନ ଶୁଣି ପରିବାର ଲୋକ ଏବଂ ଗାଁ ଲୋକ ପହଞ୍ଚି ଶିଶୁ କୁ ଉଦ୍ଧାର କରିବା ସହ ଅଭିଯୁକ୍ତ ଗୋକୁଳ କୁ ଉତ୍ତମ ମଧ୍ୟମ ଦେଇ ପୋଲିସ ଜିମା ଦେଇଥିଲେ ।


Conclusion:ପୋଲିସ ବଳତ୍କାର ଉଦ୍ୟମ ଏବଂ 6 POCSO ଆକ୍ଟ ରେ ମାମଲା ଦାୟର କରି ଆସାମୀ କୁ ଗିରଫ କରିଛି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.