ETV Bharat / city

ଜଙ୍ଗଲରୁ ମଣିଷ ଖପୁରୀ ଠାବ

author img

By

Published : May 6, 2021, 10:45 PM IST

ବ୍ରହ୍ମଗିରି ଥାନା ଅନ୍ତର୍ଗତ ଭିମିସ୍ୱର୍ ନିକଟ ବିଶ୍ୱାଳଗୋହିରି ଜଙ୍ଗଲରୁ ଏକ ମଣିଷ ଖପୁରୀ ଠାବ ହୋଇଛି। ଅଧିକ ପଢନ୍ତୁ...

ଭିମିସ୍ୱର ନିକଟ ଜଙ୍ଗଲରୁ ମଣିଷ ଖପୁରୀ ଠାବ
ଭିମିସ୍ୱର ନିକଟ ଜଙ୍ଗଲରୁ ମଣିଷ ଖପୁରୀ ଠାବ

ବ୍ରହ୍ମଗିରି: ଭିମିସ୍ୱର ନିକଟ ଜଙ୍ଗଲରୁ ମଣିଷ ଖପୁରୀ ଠାବ। ବ୍ରହ୍ମଗିରି ଥାନା ଅନ୍ତର୍ଗତ ଭିମିସ୍ୱର୍ ନିକଟ ବିଶ୍ୱାଳଗୋହିରି ଜଙ୍ଗଲରୁ ଏକ ମଣିଷ ଖପୁରୀ ଠାବ ହୋଇଛି।

ସ୍ଥାନୀୟ ଲୋକ କାଜୁ ବଗିଚା ସଫା କରିବା ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ମଣିଷ ଖପୁରୀ ଦେଖିବାକୁ ପାଇଥିଲେ। ଖପୁରୀ ପାଖରେ କିଛି ବସ୍ତ୍ର ପଡିଥିବା ଦେଖିବାକୁ ମିଳିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ନାହିଁ। ଅନୁସନ୍ଧାନ ପରେ ଘଟଣା ପଦାକୁ ଆସିବ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.