ETV Bharat / city

ଢ଼ିଙ୍କିଆ ମାମଲାରେ ଡିଜିଙ୍କୁ ଭେଟିଲା SUCI

author img

By

Published : Jan 29, 2022, 1:16 PM IST

ଜଗତସିଂହପୁର ଢ଼ିଙ୍କିଆ ଘଟଣାକୁ ନେଇ ତେଜୁଛି ବିବାଦ। ଡିଜିଙ୍କୁ ଭେଟିଲା SUCI । ଅଧିକ ପଢନ୍ତୁ

ଢ଼ିଙ୍କିଆ ମାମଲାରେ ଡିଜି ଙ୍କୁ ଭେଟିଲା SUCI
ଢ଼ିଙ୍କିଆ ମାମଲାରେ ଡିଜି ଙ୍କୁ ଭେଟିଲା SUCI

କଟକ: ଜଗତସିଂହପୁର ଢ଼ିଙ୍କିଆ ଘଟଣାକୁ ନେଇ ତେଜୁଛି ବିବାଦ। ବିରୋଧୀ ଦଳଙ୍କ ବିରୋଧ ସତ୍ତ୍ୱେ ଏହି ଘଟଣାରେ ପଡୁନି ପୂର୍ଣ୍ଣଛେଦ । ପ୍ରତିଦିନ ଏହି ଘଟଣାକୁ ନେଇ ଆସୁଛି ସମାଲୋଚନାର ଚିତ୍ର। ଏହାକୁ ଦୃଷ୍ଟିରେ ରଖି ଆଜି ପୋଲିସ ଡିଜିଙ୍କ କାର୍ଯ୍ୟାଳୟ ରେ ପହଁଚିଛି ଏସୟୁସିଆଇ କମ୍ୟୁନିଷ୍ଟ । ପୋଲିସର ଆତଙ୍କ ରାଜକୁ ବନ୍ଦ କରିବା ପାଇଁ ଆଜି ଡିଜିଙ୍କୁ ଭେଟି ଦାବି ଜଣାଇଛି ଦଳ ।

ଢ଼ିଙ୍କିଆ ମାମଲାରେ ଡିଜି ଙ୍କୁ ଭେଟିଲା SUCIଢ଼ିଙ୍କିଆ ମାମଲାରେ ଡିଜି ଙ୍କୁ ଭେଟିଲା SUCI

ଏହି ଘଟଣାକୁ ନେଇ ଖୁବଶୀଘ୍ର ସୁଧାର ଆଣିବାକୁ ଡିଜିଙ୍କୁ ନିବେଦନ କରିଛି ଏସୟୁସିଆଇ । ଯଦି ଏହି ଦିଗରେ କିଛି ସୁଧାର ନ ଆସେ ତେବେ ରାଜ୍ୟରେ ଯେଉଁ ଅପ୍ରତିକିର ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ସରକାର ଓ ପୋଲିସ ଡିଜି ଦାୟୀ ରହିବେ ବୋଲି ଚେତାବନୀ ଦେଇଛି ଏସୟୁସିଆଇ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.