ETV Bharat / city

ଫେରିଲା ଭୋକ, ପୋଲିସ ଯୋଗାଇଲା ଖାଦ୍ୟ

author img

By

Published : May 2, 2021, 9:25 PM IST

Commissionerate Police provide foods to the needy
ଫେରିଲା ଭୋକ, ପୋଲିସ ବଢାଇଲା ହାତ

ପୋଲିସ ଆରମ୍ଭ କଲା ଖାଦ୍ୟ ବଣ୍ଟନ ପ୍ରକ୍ରିୟା । ଅସହାୟ ଓ ଭୋକିଲା ପେଟକୁ ଦାନା ଯୋଗାଇବା ପାଇଁ ଅଣ୍ଟା ଭିଡିଲା କମିଶନରେଟ ପୋଲିସ ।

କଟକ: ପୋଲିସ ଆରମ୍ଭ କଲା ଖାଦ୍ୟ ବଣ୍ଟନ ପ୍ରକ୍ରିୟା । ଅସହାୟ ଓ ଭୋକିଲା ପେଟକୁ ଦାନା ଯୋଗାଇବା ପାଇଁ ଅଣ୍ଟା ଭିଡିଲା କମିଶନରେଟ ପୋଲିସ । କଟକ ଦରଘା ବଜାରରେ ଭୋକିଲା ପେଟକୁ ଦାନା ଯୋଗାଇ ପ୍ରଶଂସା ସାଉଁଟିଲା ପୋଲିସ ।

ଫେରିଲା ଭୋକ, ପୋଲିସ ବଢାଇଲା ହାତ
ଗୋଟିଏ ପଟେ ସଟଡାଉନ ଥିବାରୁ ଏହାକୁ ଆଖି ଆଗରେ ରଖି ପୋଲିସ ପକ୍ଷରୁ ଏହି ବନ୍ଦୋବସ୍ତ କରାଯାଇଛି । ତେବେ 5 ତାରିଖରୁ 19 ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ଲକଡାଉନ । ଏହି ଦୃଷ୍ଟିରୁ ପୋଲିସ ମଧ୍ୟ ଖାଦ୍ୟ ବଣ୍ଟନ କରିବାକୁ ଲକ୍ଷ୍ୟ ରଖିଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.