ETV Bharat / city

Odisha Corona: ଆଜିବି ସଂକ୍ରମଣ ୫୦୦ ପାର, ଚିନ୍ତା ବଢାଇଲା ଖୋର୍ଦ୍ଧା

author img

By

Published : Jul 11, 2022, 9:42 AM IST

ରାଜ୍ୟରେ ଗତ 24 ଘଣ୍ଟାରେ 572 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 219ଟି ମାମଲା ରହିଛି । ଅଧିକ ପଢନ୍ତୁ

Odisha Corona: ଆଜିବି ସଂକ୍ରମଣ ୫୦୦ ପାର
Odisha Corona: ଆଜିବି ସଂକ୍ରମଣ ୫୦୦ ପାର

ଭୁବନେଶ୍ବର: ରାଜ୍ୟରେ କୋରୋନା ସଂକ୍ରମଣରେ ବୃଦ୍ଧି । ପୁଣି 500 ପାର କଲା ଦୈନିକ ସଂକ୍ରମଣ । ଗତ 24 ଘଣ୍ଟାରେ 572 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ 69 କିଶୋର କିଶୋରୀ ରହିଥିବା ବେଳେ 336 କ୍ବାରେଣ୍ଟାଇନ ସେଣ୍ଟର ଓ 236 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 219ଟି ମାମଲା ରହିଛି । ସେହିପରି ଅନୁଗୋଳରୁ 14, ବାଲେଶ୍ବରରୁ 12, ବରଗଡରୁ 1, ଭଦ୍ରକରୁ 3, ବଲାଙ୍ଗୀରରୁ 2, ବୌଦ୍ଧରୁ 1, କଟକରୁ 68, ଦେବଗଡରୁ 2, ଗଜପତିରୁ 5, ଜଗତସିଂହପୁରରୁ 8, ଯାଜପୁରରୁ 15, ଝାରସୁଗୁଡାରୁ 6, କଳାହାଣ୍ଡିରୁ 5, କେନ୍ଦ୍ରାପଡାରୁ 1, କେନ୍ଦୁଝରରୁ 3, କୋରାପୁଟରୁ 4, ମୟୂରଭଞ୍ଜରୁ 16, ନୟାଗଡରୁ 5, ନୂଆପଡାରୁ 8, ପୁରୀରୁ 12, ରାୟଗଡାରୁ 2, ସମ୍ବଲପୁରରୁ 41, ସୋନପୁରରୁ 3, ସୁନ୍ଦରଗଡରୁ 63 ଷ୍ଟେଟପୁଲରୁ 53 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା 12,94,076ରେ ପହଞ୍ଚିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.