ETV Bharat / city

Vegetable Price: କେଉଁ ସହରରେ କେତେ ରହିଛି ପରିବା ଦର ?

author img

By

Published : Jul 15, 2022, 7:34 AM IST

Updated : Jul 15, 2022, 9:17 AM IST

ରାଜ୍ୟର ପ୍ରମୁଖ ସହରରେ ଆସନ୍ତୁ ଜାଣିବା ଆଜି ରାଜ୍ୟର ପ୍ରମୁଖ ସହରରେ କେତେ ରହିଛି ପରିବା ଦର ?

know the vegetables price in odisha market today
Vegetable Price: କେଉଁ ସହରରେ କେତେ ରହିଛି ପରିବା ଦର ?

ଭୁବନେଶ୍ବର: ଗତକିଛି ଦିନ ଧରି ପନିପରିବା ଦରରେ ଅହେତୁକ ବୃଦ୍ଧି ଗରିବଠୁ ମଧ୍ୟବିତ୍ତ ସମସ୍ତଙ୍କୁ ପ୍ରଭାବିତ କରୁଛି । ବଜାରକୁ ଗଲେ ପକେଟ ଖାଲି ହେଉଛି ହେଲେ ପରିବାରେ ଭର୍ତ୍ତି ହେଉନି ବ୍ୟାଗ୍ । ଦର ଦେଖି ଗ୍ରାହକ କେଜି ବଦଳରେ ୨୫୦ ଗ୍ରାମ ପରିବା ଆଣୁଛନ୍ତି । ବିଶେଷକରି ଅଧିକ ବ୍ୟବହୃତ ହେଉଥିବା ଟମାଟୋ ଗୃହିଣୀଙ୍କ ଚିନ୍ତା ବଢାଇଛି । ରାଜ୍ୟର ପ୍ରମୁଖ ସହରରେ ସଜନା ଛୁଇଁ ଏବଂ ବିନ୍ ମୂଲ୍ୟ ସବୁଠୁ ଅଧିକ ରହିଥିବା ଦେଖିବାକୁ ମିଳିଛି । ତେବେ ଆସନ୍ତୁ ଜାଣିବା ଆଜି ରାଜ୍ୟର ପ୍ରମୁଖ ସହରରେ କେତେ ରହିଛି ପରିବା ଦର ?

know the vegetables price in odisha market today
Vegetable Price: କେଉଁ ସହରରେ କେତେ ରହିଛି ପରିବା ଦର ?
know the vegetables price in odisha market today
Vegetable Price: କେଉଁ ସହରରେ କେତେ ରହିଛି ପରିବା ଦର ?
Last Updated : Jul 15, 2022, 9:17 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.