ETV Bharat / city

ଆଉ 57 ଜୀବନ ନେଲା ମହାମାରୀ

author img

By

Published : Jul 8, 2021, 10:13 AM IST

ଆଜି(ଗୁରୁବାର) ଆଉ 57ଜଣଙ୍କ ଜୀବନ ନେଇଛି ମହାମାରୀ । ଖୋର୍ଦ୍ଧାରୁ ସର୍ବାଧିକ 10 ଆକ୍ରାନ୍ତଙ୍କୁ ମୃତ୍ୟୁ । ରାଜ୍ୟରେ କୋଭିଡ ମୃତ୍ୟୁ ସଂଖ୍ୟା 4415କୁ ବୃଦ୍ଧି । ଅଧିକ ପଢନ୍ତୁ...

ଆଉ 57 ଜୀବନ ନେଲା ମହାମାରୀ
ଆଉ 57 ଜୀବନ ନେଲା ମହାମାରୀ

ଭୁବେନେଶ୍ବର: ରାଜ୍ୟରେ ବଢୁଛି ମୃତ୍ୟୁସଂଖ୍ୟା । ଆଜି(ଗୁରୁବାର) ଆଉ 57ଜଣଙ୍କ ଜୀବନ ନେଇଛି ମହାମାରୀ । ଖୋର୍ଦ୍ଧାରୁ ସର୍ବାଧିକ 10 ଆକ୍ରାନ୍ତଙ୍କୁ ମୃତ୍ୟୁ । ରାଜ୍ୟରେ କୋଭିଡ ମୃତ୍ୟୁସଂଖ୍ୟା 4415କୁ ବୃଦ୍ଧି ।

ଆଜିର ମୃତକ ମଧ୍ୟରେ ଅନୁଗୋଳରୁ 32ବର୍ଷୀୟ ପୁରୁଷ, 30ବର୍ଷୀୟ ପୁରୁଷ, 34ବର୍ଷୀୟ ପୁରୁଷ, ବାଲେଶ୍ବରରୁ 39ବର୍ଷୀ ପୁରୁଷ, ବରଗଡରୁ 45ବର୍ଷୀୟ ମହିଳା, 40ବର୍ଷୀୟ ପୁରୁଷ, 29ବର୍ଷୀୟ ପୁରୁଷ, 72ବର୍ଷୀୟ ପୁରୁଷ, 68ବର୍ଷୀୟ ପୁରୁଷ, ଭୁବନେଶ୍ବରରୁ 57ବର୍ଷୀୟ ମହିଳା, 76ବର୍ଷୀୟ ପୁରୁଷ, 77ବର୍ଷୀୟ ମହିଳା, 53ବର୍ଷୀୟ ମହିଳା, 65ବର୍ଷୀୟ ପୁରୁଷ, 60ବର୍ଷୀୟ ପୁରୁଷ, କଟକରୁ 75ବର୍ଷୀୟ ମହିଳା, ଦେବଗଡରୁ 76ବର୍ଷୀୟ ପୁରୁଷ, ଢେଙ୍କାନାଳରୁ 50ବର୍ଷୀୟ ମହିଳା, 62ବର୍ଷୀୟ ପୁରୁଷ, 72ବର୍ଷୀୟ ପୁରୁଷ, 65ବର୍ଷୀୟ ମହିଳା, ଗଞ୍ଜାମରୁ 36ବର୍ଷୀୟ ପୁରୁଷ, 45ବର୍ଷୀୟ ପୁରୁଷ, ଦୁଇଜଣ 39ବର୍ଷୀୟ ପୁରୁଷ, 53 ବର୍ଷୀୟ ପୁରୁଷ, କଳାହାଣ୍ଡିରୁ 53ବର୍ଷୀୟ ପୁରୁଷ, 59ବର୍ଷୀୟ ପୁରୁଷ, 47ବର୍ଷୀୟ ପୁରୁଷ, 38ବର୍ଷୀୟ ପୁରୁଷ, ଖୋର୍ଦ୍ଧାରୁ 50ବର୍ଷୀୟ ମହିଳା, 36 ବର୍ଷୀୟ ପୁରୁଷ, 65ବର୍ଷୀୟ ପୁରୁଷ, 67ବର୍ଷୀୟ ପୁରୁଷ, କୋରାପୁଟରୁ 67ବର୍ଷୀୟ ମହିଳା, 45 ବର୍ଷୀୟ ମହିଳା, 56ବର୍ଷୀୟ ପୁରୁଷ, 39ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ମାଲକାନଗିରିରୁ 75ବର୍ଷୀୟ ପୁରୁଷ, 59ବର୍ଷୀୟ ପୁରୁଷ ଓ ମୟୂରଭଞ୍ଜରୁ 50ବର୍ଷୀୟ ପୁରୁଷଙ୍କର ଜୀବନ ଯାଇଛି ।

ସେହିପରି ନୟାଗଡରୁ 49 ବର୍ଷୀୟ ପୁରୁଷ, 39ବର୍ଷୀୟ ପୁରୁଷ, 38ବର୍ଷୀୟ ପୁରୁଷ, 45ବର୍ଷୀୟ ପୁରୁଷ, ପୁରୀରୁ 42ବର୍ଷୀୟ ପୁରୁଷ, 50ବର୍ଷୀୟ ପୁରୁଷ, 40ବର୍ଷୀୟ ମହିଳା, 68ବର୍ଷୀୟ ପୁରୁଷ, 81ବର୍ଷୀୟ ପୁରୁଷ, ରାୟଗଡାରୁ 34ବର୍ଷୀୟ ପୁରୁଷ, ସୁନ୍ଦରଗଡରୁ 33 ବର୍ଷୀୟ ପୁରୁଷ, 31ବର୍ଷୀୟ ପୁରୁଷ, 39 ବର୍ଷୀୟ ମହିଳା, 45 ବର୍ଷୀୟ ପୁରୁଷ, 46 ବର୍ଷୀୟ ପୁରୁଙ୍କର ମୃତ୍ୟୁ ହୋଇଥିବା ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.