ETV Bharat / city

ରାଜ୍ୟରେ ସୁସ୍ଥ ହେଲେ ଆଉ 30 କୋରୋନା ଆକ୍ରାନ୍ତ

author img

By

Published : May 16, 2020, 7:29 PM IST

ରାଜ୍ୟରେ ଦିନକୁ ଦିନ ଯେଉଁଭଳି ଭାବରେ କୋରୋନା କାୟା ବିସ୍ତାର କରୁଛି ସେହିଭଳି ଭାବରେ ମଧ୍ୟ ଆକ୍ରାନ୍ତ ସୁସ୍ଥ ହେଉଛନ୍ତି । ତେବେ ରାଜ୍ୟରେ ଶନିବାର ଏକାସାଙ୍ଗରେ 30ଜଣ ସୁସ୍ଥ ହୋଇଛନ୍ତି ।

ରାଜ୍ୟରେ ଆଉ ସୁସ୍ଥ ହେଲେ 30 ଆକ୍ରାନ୍ତ
ରାଜ୍ୟରେ ଆଉ ସୁସ୍ଥ ହେଲେ 30 ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ ଆଉ 30 ଆକ୍ରାନ୍ତ ସୁସ୍ଥ। ତେବେ ମୋଟ ସୁସ୍ଥ ହୋଇଛନ୍ତି 196ଜଣ । ରାଜ୍ୟରେ ଦିନକୁ ଦିନ ଯେଉଁଭଳି ଭାବରେ କୋରୋନା କାୟା ବିସ୍ତାର କରୁଛି ସେହିଭଳି ଭାବରେ ମଧ୍ୟ ଆକ୍ରାନ୍ତ ସୁସ୍ଥ ହେଉଛନ୍ତି । ତେବେ ରାଜ୍ୟରେ ଶନିବାର ଏକା ସାଙ୍ଗରେ 30 ଜଣ ସୁସ୍ଥ ହୋଇଛନ୍ତି ।

ରାଜ୍ୟରେ ଆଉ ସୁସ୍ଥ ହେଲେ 30 ଆକ୍ରାନ୍ତ

ରାଜ୍ୟରେ 86140 ଟେଷ୍ଟ କରାଯାଇଥିବାବେଳେ 737 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 196 ଜଣ ସୁସ୍ଥ ହୋଇଛନ୍ତି । ଏଥିମଧ୍ୟରୁ ସକ୍ରିୟ ଅଛନ୍ତି 538 ଜଣ ଓ 3 ଜଣଙ୍କ ମୃତ୍ୟୁ ହୋଇଛି । ଏବେ ରାଜ୍ୟରେ ଯେଉଁମାନଙ୍କର କୋରୋନା ପଜିଟିଭ ରିପୋର୍ଟ ଆସୁଛି, ସେମାନେ ପ୍ରାୟ ସମସ୍ତେ କ୍ୱାରେଣ୍ଟାଇନ କେନ୍ଦ୍ରର ଓ କଣ୍ଟେନମେଣ୍ଟ ଜୋନ୍‌ର ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.