ETV Bharat / city

Police Action Against Congress Workers: ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କଲା କଂଗ୍ରେସ

author img

By

Published : Dec 14, 2021, 5:34 PM IST

ସାରା ରାଜ୍ୟରେ ଗର୍ଜିଲା କଂଗ୍ରେସ । କଂଗ୍ରେସ ଭବନରେ ବିନା ଅନୁମତିରେ ପଶି କଂଗ୍ରେସ କର୍ମୀଙ୍କୁ ମାଡ ମାରିବା ପ୍ରତିବାଦରେ ରାଜ୍ୟର ସମସ୍ତ ଜିଲ୍ଲା SP ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛି କଂଗ୍ରେସ। ଅଧିକ ପଢନ୍ତୁ

କଂଗ୍ରେସ ଭବନରେ ପଶି ପୋଲିସ ମାଡ଼ ମରା ଘଟଣା: ତୁରନ୍ତୁ କାର୍ଯ୍ୟାନୁଷ୍ଠାନ ନେବାକୁ କଂଗ୍ରେସର ଦାବି
କଂଗ୍ରେସ ଭବନରେ ପଶି ପୋଲିସ ମାଡ଼ ମରା ଘଟଣା: ତୁରନ୍ତୁ କାର୍ଯ୍ୟାନୁଷ୍ଠାନ ନେବାକୁ କଂଗ୍ରେସର ଦାବି

ଭୁବନେଶ୍ବର: ସାରା ରାଜ୍ୟରେ ଗର୍ଜିଲା କଂଗ୍ରେସ । କଂଗ୍ରେସ ଭବନରେ ବିନା ଅନୁମତିରେ ପଶି କଂଗ୍ରେସ କର୍ମୀଙ୍କୁ ମାଡ ମାରିବା ପ୍ରତିବାଦରେ ରାଜ୍ୟର ସମସ୍ତ ଜିଲ୍ଲା SP ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛି କଂଗ୍ରେସ। ଛାତ୍ର କଂଗ୍ରେସ ପକ୍ଷରୁ ଭୁବନେଶ୍ବର DCP ଏବଂ ଅନ୍ୟ ପୋଲିସ ପ୍ରଶାସନ, ଯେଉଁମାନେ କଂଗ୍ରେସ ଭବନରେ ଅବାଧରେ ପ୍ରବେଶ କରିଥିଲେ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି କଂଗ୍ରେସ ଦାବି କଟିଛି ।

କଂଗ୍ରେସ ଭବନରେ ପଶି ପୋଲିସ ମାଡ଼ ମରା ଘଟଣା: ତୁରନ୍ତୁ କାର୍ଯ୍ୟାନୁଷ୍ଠାନ ନେବାକୁ କଂଗ୍ରେସର ଦାବି

ଏହାବି ପଢନ୍ତୁ: ମମିତା ହତ୍ୟାକାଣ୍ଡ ଓ କଂଗ୍ରେସ କର୍ମୀଙ୍କୁ ମାଡ଼ ଘଟଣାରେ ଛାତ୍ର କଂଗ୍ରେସର ପ୍ରତିବାଦ ସଭା

ଛାତ୍ର କଂଗ୍ରେସ ସହ ମହିଳା, ସେବା ଦଳ ସମସ୍ତ କର୍ମୀ, ଭୁବନେଶ୍ବର ଡିସିପିଙ୍କୁ ଅନ୍ୟତ୍ର ବଦଳି କରାଯିବା ନେଇ ଦାବି କରିଛନ୍ତି। ତେବେ କାହା ଇଙ୍ଗିତରେ ପୋଲିସ କଂଗ୍ରେସ ଭବନରେ ପ୍ରବେଶ କଲା, ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.