ETV Bharat / city

ବନ୍ୟା ବିତ୍ପାତ, ପରିବା ବଜାରରେ ନିଆଁ

author img

By

Published : Aug 18, 2022, 7:31 AM IST

Updated : Aug 18, 2022, 8:56 AM IST

ରାଜ୍ୟର ପ୍ରମୁଖ ସହରରେ ଆସନ୍ତୁ ଜାଣିବା ଆଜି ରାଜ୍ୟର ପ୍ରମୁଖ ସହରରେ କେତେ ରହିଛି ପରିବା ଦର ।

ବନ୍ୟା ବିତ୍ପାତ, ପରିବା ବଜାରରେ ନିଆଁ
ବନ୍ୟା ବିତ୍ପାତ, ପରିବା ବଜାରରେ ନିଆଁ

ଭୁବନେଶ୍ବର: ଆକାଶଛୁଆଁ ହୋଇଛି ପରିବା ଦର । ଏମିତିରେ ପରିବା ଦର ଉଚ୍ଚା ରହିଥିବାବେଳେ ଦାଉ ସାଧିଛି ବନ୍ୟା ସ୍ଥିତି । ଲଗାଣ ବର୍ଷା ଯୋଗୁଁ ଜମି ଜଳମଗ୍ନ ହେବାରୁ ଫସଲ ନଷ୍ଟ ହୋଇଛି । ଫଳରେ ଆକାଶ ଛୁଆଁ ହୋଇଛି ପନିପରିବା ଦର । ଆଳୁ ପିଆଜ ଦାମ ଛଡା ଆଉ କୌଣସି ପରିବା ଦର 50 ତଳକୁ ନାହିଁ । ଯେଉଁ ପରିବାରେ ହାତ ବୁଲାଇଲେ ସବୁ 50 ପାର। ବନ୍ୟା ସ୍ଥିତି ପାଇଁ ଆଗକୁ ଦର ବଢିବା ଆଶଙ୍କା କରାଯାଉଛି । ଲୋକ ବାଧ୍ୟ ହୋଇ ଉଚ୍ଚାଦରରେ ପରିବା କିଣୁଛନ୍ତି। ସଜନା ଛୁଇଁ ଏବଂ ବିନ୍ ମୂଲ୍ୟ ସବୁଠୁ ଅଧିକ ରହିଥିବା ଦେଖିବାକୁ ମିଳିଛି । ତେବେ ନଜର ପକାନ୍ତୁ ରାଜ୍ୟର ପ୍ରମୁଖ ସହରରେ କଣ ରହିଛି ଆଜିର ପରିବା ଦର ।

କଟକରେ ପରିବ ଦର
କଟକରେ ପରିବ ଦର
ସମ୍ବଲପୁରରେ ପରିବା ଦର
ସମ୍ବଲପୁରରେ ପରିବା ଦର
ବ୍ରହ୍ମପୁରରେ ପରିବା ଦର
ବ୍ରହ୍ମପୁରରେ ପରିବା ଦର
Last Updated : Aug 18, 2022, 8:56 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.