ETV Bharat / city

କେନ୍ଦ୍ର MSME ବିଭାଗର ନୂତନ ସଚିବ ହେଲେ ବିଦ୍ୟୁତ ବିହାରୀ

author img

By

Published : Jan 23, 2021, 9:38 PM IST

କେନ୍ଦ୍ର MSME ବିଭାଗର ନୂତନ ସଚିବ ହେଲେ ଓଡ଼ିଆ ପୁଅ ବିଦ୍ୟୁତ ବିହାରୀ ସ୍ବାଇଁ । ଅଧିକ ପଢନ୍ତୁ...

କେନ୍ଦ୍ର MSME ବିଭାଗର ନୂତନ ସଚିବ ହେଲେ ବିଦ୍ୟୁତ ବିହାରୀ
କେନ୍ଦ୍ର MSME ବିଭାଗର ନୂତନ ସଚିବ ହେଲେ ବିଦ୍ୟୁତ ବିହାରୀ

ଭୁବନେଶ୍ବର: ଓଡିଶା ପାଇଁ ଗୌରବ । କେନ୍ଦ୍ର MSME ବିଭାଗର ନୂତନ ସଚିବ ହେଲେ ଓଡ଼ିଆ ପୁଅ ବିଦ୍ୟୁତ ବିହାରୀ ସ୍ବାଇଁ । 1988 ବ୍ୟାଚ ଗୁଜୁରାଟ କ୍ୟାଡର IAS ହେଉଛନ୍ତି ବିଦ୍ୟୁତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.