ETV Bharat / city

ରାଜସ୍ଥାନ ମନ୍ଦିରରେ ପୂଜା ପାଇବେ ଗଜଲକ୍ଷ୍ମୀ, ପିନ୍ଧିବେ ରୂପା ମୁକୁଟ

author img

By

Published : Oct 12, 2019, 8:09 PM IST

ରାତି ପାହିଲେ ଗଜଲକ୍ଷ୍ମୀ ପୂଜା । ଏନେଇ ଚଳଚଞ୍ଚଳ ନୟାପଲ୍ଲୀ ଗଜଲକ୍ଷ୍ମୀ ପୂଜା ପେଣ୍ଡାଲ । ଏଥର ମା’ 2 କେଜି ଓଜନର ରୂପା ମୁକୁଟ ପିନ୍ଧିବେ । ରାଜସ୍ଥାନର ଏକ ମନ୍ଦିର ଶୈଳୀରେ ନିର୍ମିତ ତୋରଣ ମୁଖ୍ୟ ଆକର୍ଷଣ ରହିବ ।

ଫଟୋ ସୌଜନ୍ୟ-ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଦୁର୍ଗତି ନାସିନୀଙ୍କୁ ବିଦାୟ ପରେ ଧରାପୃଷ୍ଠରେ ଅବତରଣ କରିବେ ମା’ ଗଜଲକ୍ଷ୍ମୀ । ଏ ନେଇ ପୁଣି ଥରେ ଚଳଚଞ୍ଚଳ ରାଜଧାନୀ । ସ୍ଥାନେସ୍ଥାନେ ମା’ଙ୍କ ପୂଜା ଅର୍ଚ୍ଚନା ପାଇଁ ଚାଲିଛି ପ୍ରସ୍ତୁତି।

ଭିଡିଓ ସୌଜନ୍ୟ-ପ୍ରତିନିଧି, ଭୁବନେଶ୍ବର

ନୟାପଲ୍ଲୀ ଗଜଲକ୍ଷ୍ମୀ ପୂଜା ପେଣ୍ଡାଲରେ ତୋରଣ ଓ ସାଜସଜ୍ଜା କାମ ଶେଷ ହୋଇଛି । ଚଳିତ ବର୍ଷ କମିଟି ପକ୍ଷରୁ 14ତମ ଗଜଲଷ୍ମୀ ପୂଜା ପାଳନ କରୁଥିବା ବେଳେ ମା’ ଙ୍କ ପାଇଁ ରୂପା ମୁକୁଟ ଓ ଅଳଙ୍କାର ତିଆରି କରାଯାଇଛି। ମୁକୁଟର ଓଜନ 2 କେଜି ରହିଛି । ଏପଟେ ତୋରଣରେ ମୁଖ୍ୟ ଆକର୍ଷଣ ରହିବ ରାଜସ୍ଥାନର ଏକ ମନ୍ଦିର। ଯାହାକୁ ତିଆରି ପାଇଁ ପ୍ରାୟ 3 ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି।

ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଆଉ କିଛିଦିନ ପରେ ଧରାପୃଷ୍ଠକୁ ଅବତରଣ କରିବେ ମା ଗଜଲଷ୍ମୀ

ଦୁର୍ଗତି ନାସିନୀ ଗଲା ପରେ ଏବେ ଧରାପୃଷ୍ଠରେ ଅବତରଣ କରିବେ ମା ଗଜ ଲଷ୍ମୀ ।ଏଥି ପାଇଁ ପୁଣି ଥରେ ଚଳଚଞ୍ଚଳ ହୋଇ ପଡିଛି ରାଜଧାନୀ ଭୁବନେଶ୍ୱର। ସ୍ଥାନେ ସ୍ଥାନେ ମା ଙ୍କ ପୂଜା ଅର୍ଚ୍ଚନା ପାଇଁ ଚାଲିଛି ପ୍ରସ୍ତତି।ଅନ୍ୟ ପଟେ ମା ଲଷ୍ମୀ ଙ୍କ ପାଇଁ ରାଜଧାନୀ ଭୁବନେଶ୍ୱର ସ୍ତିତ ନାୟପଲ୍ଲୀ ଗଜଲଷ୍ମୀ ପୂଜା ପେଣ୍ଡାଲ ଉସବ ମୁଖର ହୋଇ ଉଠିଛି। ଚଳିତ ବର୍ଷ 14ତମ ଗଜଲଷ୍ମୀ ପୂଜା ନାୟପଲ୍ଲୀ ପୂଜା କମିଟି ପାଳନ କରୁଥିବା ବେଳେ ମା ଲଷ୍ମୀ ଙ୍କ ପାଇଁ ରୁପା ମୁକୁଟ ସହ ରୁପା ଅଳଙ୍କାର ତିଆରି କରାଯାଇଛି। ମୁକୁଟ ର ଓଜନ 2 କେଜିର ଥିବାର ଜଣାପଡିଛି। ଅନ୍ୟ ପଟେ ଏ ବର୍ଷ ତେରଣ ରେ ମୁଖ୍ୟ ଆକର୍ଷଣ ହେବ ରାଜସ୍ଥାନ ର ଏକ ମନ୍ଦିର। ଯାହାକୁ ତିଆରି କରିବା ପାଇଁ ପ୍ରାୟ 3 ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି।

ବାଇଟ ଦୀପକ ପଟ୍ଟନାୟକ
ନାୟପଲ୍ଲୀ ଗଜଲଷ୍ମୀ ପୂଜା କମିଟି ର ସଦସ୍ୟ

Body:ଆଉ କିଛିଦିନ ପରେ ଧରାପୃଷ୍ଠକୁ ଅବତରଣ କରିବେ ମା ଗଜଲଷ୍ମୀ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.