ETV Bharat / city

ବଚସା ହେଲା କାଳ, ପିଟିପିଟି ବନ୍ଧୁକୁ ହତ୍ୟା କଲା ବନ୍ଧୁ

author img

By

Published : Oct 14, 2019, 12:21 PM IST

ବନ୍ଧୁ ସାଜିଲା ବଇରୀ । ସାମାନ୍ୟ ବଚସାରୁ ଲୁହାଛଡରେ ପିଟିପିଟି କଲା ହତ୍ୟା । ଏପରି ଘଟିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର କନିଆରି ଗାଁରେ ।

ପ୍ରତିକାତ୍ମକ ଫଟୋ

ବ୍ରହ୍ମପୁର : ବନ୍ଧୁ ସାଜିଲା ବଇରୀ । ସାମାନ୍ୟ ବଚସାରୁ ଲୁହାଛଡରେ ପିଟିପିଟି କଲା ହତ୍ୟା । ଏପରି ଘଟିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର କନିଆରି ଗାଁରେ ।

କୁମାର ପୂର୍ଣ୍ଣିମା ରାତିରେ ଗାଁ କ୍ଲବ ବାରଣ୍ଡାରେ ଏପରି ଘଟିଛି । ସାମାନ୍ୟ ବଚସାରୁ କଥା କଟାକଟି ପରେ ଅଭିଯୁକ୍ତ ଦିଲ୍ଲୀପ କୁମାର ସାହୁ ତାର ବନ୍ଧୁ କାର୍ତ୍ତିକ ପ୍ରଧାନଙ୍କୁ ହତ୍ୟା କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ହତ୍ୟାକାଣ୍ଡ ପରେ ଅଭିଯୁକ୍ତକୁ ପୋଲିସ ଅଟକ ରଖି ପଚରାଉଚରା ଜାରି ରଖିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:କୁମାରପୂର୍ଣିମା ରାତ୍ରରେ ଅଘଟଣ। ମାତାଲ ଅବସ୍ଥାରେ ସାଙ୍ଗକୁ ଲୁହାରଡ ରେ ପିଟିପିଟି ହତ୍ୟା କଲା ତାର ସାଙ୍ଗ ।ଏଭଳି ଘଟଣା ଘଟିଛି
ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବାଲିଛାଇ ଫାଣ୍ଡି ଅଧିନକୁ କନିଆରି ଗାଁ ଦାଣ୍ଡରେ । ସାମାନ୍ୟ ବଚଷାରୁ ସାଙ୍ଗ ଲୁହାରଡ ରେ ପିଟିପିଟି ହତ୍ୟା କରିଛି ତାର ସାଙ୍ଗକୁ । ମୃତକ ହେଲେ କାର୍ତ୍ତିକ ପ୍ରଧାନ । ଘଟଣା ଗ୍ରାମର ଗିରିଜା ସଂଘ କ୍ଳବ ବାରଣ୍ଡାରେ ଘଟିଥିବା ବେଳେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ଦିଲ୍ଲୀପ କୁମାର ସାହୁ ଙ୍କୁ ପୋଲିସ ଦ୍ଵାରା ଅଟକ ରଖି ପଚରା ଉଚରା ଜାରି ରଖିଛି।Body:ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ... Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.