ETV Bharat / bharat

ଆମେରିକା ଉପରାଷ୍ଟ୍ରପତି କମଲା ହାରିଶଙ୍କୁ କୋରୋନା

author img

By

Published : Apr 26, 2022, 10:49 PM IST

ଆମେରିକା ଉପରାଷ୍ଟ୍ରପତି କମଲା ହାରିଶ କୋଭିଡରେ ସଂକ୍ରମିତ । ସୂଚନା ଦେଲା କାର୍ଯ୍ୟାଳୟ । ଅଧିକ ପଢନ୍ତୁ

ଆମେରିକା ଉପରାଷ୍ଟ୍ରପତି କମଲା ହାରିଶଙ୍କୁ କୋରୋନା
ଆମେରିକା ଉପରାଷ୍ଟ୍ରପତି କମଲା ହାରିଶଙ୍କୁ କୋରୋନା

ଓ୍ବାଶିଂଟନ: ଆମେରିକା ଉପରାଷ୍ଟ୍ରପତି କମଲା ହାରିଶ କୋଭିଡରେ(COVID-19) ସଂକ୍ରମିତ । ତାଙ୍କର କୋଭିଡ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି । COVID ଲକ୍ଷଣ ପ୍ରକାଶ ପାଇବା ପରେ ପରୀକ୍ଷା କରାଇଥିଲେ କମଲା । ପରେ ରିପୋର୍ଟ ପଜିଟିଭ ଜଣାପଡିଥିଲା ।

  • US Vice President Kamala Harris has tested positive for COVID-19. She has exhibited no symptoms and will isolate herself and will continue to work from the Vice President's residence: Office of the Vice President

    (File Pic) pic.twitter.com/YeMC6TEtqH

    — ANI (@ANI) April 26, 2022 " class="align-text-top noRightClick twitterSection" data=" ">

କୋଭିଡରେ ସଂକ୍ରମିତ ହୋଇଥିବା ନେଇ କମଲା ହାରିଶଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି । ତାଙ୍କ ଠାରେ କୌଣସି ବିଶେଷ ଲକ୍ଷଣ ନଥିବା କୁହାଯାଇଛି । ବର୍ତ୍ତମାନ ସେ ସଙ୍ଗରୋଧରେ ରହିଛନ୍ତି । ସରକାରୀ କାର୍ଯ୍ୟାଳୟ ପରିବର୍ତ୍ତେ ଆବାସିକ ବାସଭବନରୁ କମଲା କାର୍ଯ୍ୟ ଜାରି ରଖିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.