ETV Bharat / bharat

Terrorist Attack: ପୁଲୱାମାରେ ଆତଙ୍କୀ ହାମଲା, ୨ ପ୍ରବାସୀ ଶ୍ରମିକ ଆହାତ

author img

By

Published : Sep 24, 2022, 9:16 PM IST

ଦକ୍ଷିଣ କାଶ୍ମୀର ପୁଲୱାମା ଅଞ୍ଚଳରେ ଆତଙ୍କୀ ହାମଲା । ଆତଙ୍କବାଦୀ ୨ ପ୍ରବାସୀ ଶ୍ରମିକଙ୍କୁ ଆକ୍ରମଣ କରିଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

Terrorist Attack: ପୁଲୱାମାରେ ୨ ପ୍ରବାସୀ ଶ୍ରମିକଙ୍କ ଆତଙ୍କୀ ହମଲା
Terrorist Attack: ପୁଲୱାମାରେ ୨ ପ୍ରବାସୀ ଶ୍ରମିକଙ୍କ ଆତଙ୍କୀ ହମଲା

ଶ୍ରୀନଗର: ଦକ୍ଷିଣ କାଶ୍ମୀର ପୁଲୱାମା ଅଞ୍ଚଳର ଖରପୋରା ରତ୍ନିପୋରା ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି ( Terrorists attack in Pulwama) । ଉକ୍ତ ଅଞ୍ଚଳରେ ୨ ପ୍ରବାସୀ ଶ୍ରମିକଙ୍କୁ ଆକ୍ରମଣ କରିଛନ୍ତି (Terrorists attack on two migrant labourers ) । ତେବେ ସେମାନେ ବିହାର ଅଞ୍ଚଳର ବୋଲି ଜଣାପଡ଼ିଛି । ଆହତ ଶ୍ରମିକଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା ଜଣାପଡ଼ିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.