ETV Bharat / bharat

ଦୁଷ୍କର୍ମ ଅଭିଯୋଗରେ TRS ନେତାଙ୍କ ପୁଅ ଗିରଫ

author img

By

Published : Apr 20, 2022, 1:02 PM IST

ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲେ ନେତାଙ୍କ ପୁଅ । ମଙ୍ଗଳବାର ତେଲେଙ୍ଗାନାର ସୂର୍ଯ୍ୟପେଟ ଜିଲ୍ଲାରେ ଏକ ଗଣଦୁଷ୍କର୍ମ ମାମଲାରେ ଟିଆରଏସ ନେତାଙ୍କ ପୁଅ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ

ଦୁଷ୍କର୍ମ ଅଭିଯୋଗରେ TRS  ନେତାଙ୍କ ପୁଅ ଗିରଫ
ଦୁଷ୍କର୍ମ ଅଭିଯୋଗରେ TRS ନେତାଙ୍କ ପୁଅ ଗିରଫ

ହାଇଦ୍ରାବାଦ: ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲେ ନେତାଙ୍କ ପୁଅ । ମଙ୍ଗଳବାର ତେଲେଙ୍ଗାନାର ସୂର୍ଯ୍ୟପେଟ ଜିଲ୍ଲାରେ ଏକ ଗଣଦୁଷ୍କର୍ମ ମାମଲାରେ ଟିଆରଏସ ନେତାଙ୍କ ପୁଅ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ପୋଲିସ ଘଟଣାର ତଦନ୍ତ ଚଳାଇଛି ।

ଅଭିଯୁକ୍ତ ଟିଆରଏସ କାଉନସିଲରଙ୍କ ପୁଅ ଶୈକ ଘୋଷ ଏବଂ ତାଙ୍କ ସହ ଅନ୍ୟ ଅଭିଯୁକ୍ତ ସାଇ ରାମକୁ ନ୍ୟାୟିକ ହେପାଜତକୁ ନିଆଯାଇଛି । ଆଇପିସିର ସମ୍ପୃକ୍ତ ବିଭାଗରେ ଏକ ମାମଲା ରୁଜୁ ହୋଇଛି। ଉଭୟ ଅଭିଯୁକ୍ତଙ୍କୁ ନ୍ୟାୟିକ ରିମାଣ୍ଡରେ ପଠାଯାଇଛି ।

ଏହା ବି ପଢନ୍ତୁ...ରକ୍ତସମ୍ପର୍କରେ କଳଙ୍କ ! ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗରେ ବାପା ଗିରଫ

ପୋଲିସର ସୂଚନାଅନୁସାରେ, ଏପ୍ରିଲ 17ରେ ଜଣେ 20 ବର୍ଷୀୟ ଝିଅ ତାଙ୍କ ମାଆଙ୍କ ସହିତ ଗଣଦୁଷ୍କର୍ମ ହୋଇଥିବା ନେଇ କୋଡାଡ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ଦୁଇଜଣ ଶୈକ ଘୋଷ ଏବଂ ସାଇ ରାମ ହୋଇଥିବା ଚିହ୍ନଟ ହୋଇଥିଲା । ଘଟଣାର ଅଧିକ ତଦନ୍ତ ଜାରି ରହିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.