ETV Bharat / bharat

TOP NEWS 9AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Aug 29, 2022, 9:03 AM IST

ନଜର ପକାନ୍ତୁ NEWS 9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 9AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS 9AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବରTOP NEWS 9AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1.Asia Cup 2022, ପାଣ୍ଡ୍ୟାଙ୍କ ପାୱାରଫୁଲ ପ୍ରଦର୍ଶନ, ପାକିସ୍ତାନ ବିପକ୍ଷର ଭାରତର ରୋମାଞ୍ଚକର ବିଜୟ

ଏସିଆ କପ୍‌ରେ ଟି-20 ବିଶ୍ବକପର ପ୍ରତିଶୋଧ ନେଲା ଭାରତ । ପାକିସ୍ତାନ ବିପକ୍ଷରେ ରୋମାଞ୍ଚକର ବିଜୟ ହାସଲ କରିଛି ଟିମ ଇଣ୍ଡିଆ ।

2.National Sports Day 2022, ମନେ ପଡନ୍ତି ହକିର ଯାଦୁଗର

ଆଜି ହକିର ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିନ । ପ୍ରତି ବର୍ଷ ଆଜିର ଦିନରେ ବା ଅଗଷ୍ଟ ୨୯କୁ ଜାତୀୟ କ୍ରୀଡା ଦିବସ (National Sports Day)ଭାବେ ପାଳନ କରୁଛି ଦେଶ ।

3.Fuel Price Update, କଣ ରହିଛି ଆଜିର ପେଟ୍ରୋଲ ଡିଜେଲ ଦର

ନଜର ପକାନ୍ତୁ ଆଜି ରାଜ୍ୟର କେଉଁ ସହରରେ କେତେ ରହିଛି ପେଟ୍ରୋଲ ଓ ଡିଜେଲ ଦର ।

4.ଆକାଶରୁ ଖସିଲା ମୃତ୍ୟୁ, ଶୁଦ୍ଧି କ୍ରିୟାକୁ ଯାଇ ଆରପାରିକୁ ଚାଲିଗଲେ ମାଆ ପୁଅ

ଝାରସୁଗୁଡ଼ାରେ ବଜ୍ରାଘାତ ଯୋଗୁଁ ମାଆ ଓ ପୁଅଙ୍କର ମୃତ୍ୟୁ ଘଟିଛି । ଅଘଟଣରେ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି ।

5.Vegetable Price, ନଜର ପକାନ୍ତୁ ଆଜିର ପରିବା ଦର ଉପରେ

ରାଜ୍ୟର ପ୍ରମୁଖ ସହରରେ ଆସନ୍ତୁ ଜାଣିବା ଆଜି ରାଜ୍ୟର ପ୍ରମୁଖ ସହରରେ କେତେ ରହିଛି ପରିବା ଦର ।

6.ପାଣି ଟାଙ୍କିରେ ଚେତାଶୂନ୍ୟ ହୋଇଗଲେ ଯୁବକ, ଉଦ୍ଧାର ପାଇଁ ଯାଇ 4 ମୃତ

ପାଣି ଟାଙ୍କିରେ ଚେତାଶୂନ୍ୟ ହୋଇଗଲେ ଯୁବକ, ଉଦ୍ଧାର ପାଇଁ ଯାଇ 4 ମୃତ । ରାଜସ୍ଥାନ ଆଜମେରରେ ଘଟିଛି ଅଘଟଣ ।

7.ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ, ଯମୁନା ନଦୀରେ ବୁଡି ୫ ମୃତ

ନୋଏଡାର ଡିଏନଡି ଫ୍ଲାଏ ଓଭର ନିକଟ ଯମୁନା ନଦୀରେ ଅଘଟଣ । ମୂର୍ତ୍ତି ବିସର୍ଜନ କରିବାକୁ ଯାଇ ନଦୀରେ ବୁଡି ୫ ଜଣଙ୍କର ମୃତ୍ୟୁ ।

8.ରାମଦାହ ଜଳପ୍ରପାତ ବୁଲିବାକୁ ଆସି ବୁଡ଼ିଗଲେ 6 ପର୍ଯ୍ୟଟକ

ଛତିଶଗଡ଼ ରାମଦାହ ଜଳପ୍ରପାତରେ ଅଘଟଣ (accident in Ramdaha waterfall) ।

9.ପ୍ରେମ ପାଇଁ ସ୍ତ୍ରୀ ପୋଛିଲା ମଥା ସିନ୍ଦୁର, ପ୍ରେମିକ ସହ ଅଭିଯୁକ୍ତ ପତ୍ନୀକୁ ବାନ୍ଧିଲା ପୋଲିସ

ସ୍ବାମୀର ଅନ୍ତିମ ସଂସ୍କାର ବେଳେ ପ୍ରେମିକ ସହ ପତ୍ନୀ ଫେରାର ଘଟଣା ।

10.ହ୍ବାଇଟ ଲେହେଙ୍ଗାରେ ମଲାଇକାଙ୍କ ଗର୍ଜିଅସ ଲୁକ୍‌

ହ୍ବାଇଟ ଲେହେଙ୍ଗାରେ ମଲାଇକାଙ୍କ ଗର୍ଜିଅସ ଲୁକ୍‌ । ଫଟୋ ଦେଖି ମଲାଇକାଙ୍କ ଫିଗରର ପ୍ରଶଂସାରେ ଶତମୁଖ ଫ୍ୟାନ୍ସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.