ETV Bharat / bharat

TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Sep 12, 2022, 1:01 PM IST

ନଜର ପକାନ୍ତୁ NEWS1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1.Sonali Phogat Death Mystery: ରହସ୍ୟ ଖୋଜିବ ସିବିଆଇ

ଅଭିନେତ୍ରୀ ତଥା ବିଜେପି ନେତ୍ରୀ ସୋନାଲି ଫୋଗଟଙ୍କ ମୃତ୍ୟୁ ଘଟଣା ତଦନ୍ତ କରିବ ସିବିଆଇ ।

2.Sidhu Moose Wala murder case: ବିଭିନ୍ନ ସ୍ଥାନରେ ଛାପା ମାରିଲା NIA

ଦିଲ୍ଲୀ,ଏନସିଆର, ହରିୟାଣା ଏବଂ ପଞ୍ଜାବର ବିଭିନ୍ନ ସ୍ଥାନରେ ଏନଆଇଏର ଚଢାଉ ।

3.ଶକ୍ତିଶାଳୀ ହେଉଛି ଭାରତୀୟ ନୌସେନା, ସାମିଲ ହେଲା ତାରାଗିରି

ଶତ୍ରୁପକ୍ଷକୁ କଡା ଜବାବ ଦେବାକୁ ନୌସେନାରେ ସାମିଲ ହୋଇଛି ତାରାଗିରି ।

4.ବାଜିଲା ଖବର ପଡିଲା ପ୍ରଭାବ: ଘର ଘର ବୁଲି ଟଙ୍କା ଫେରାଇଲେ ଶିକ୍ଷକ

ଶାଳୀଜଙ୍ଗା ପଞ୍ଚାୟତ ହାଇସ୍କୁଲରେ ଟଙ୍କା ନେଇ ମାଟ୍ରିକ ସାର୍ଟିଫିକେଟ ଦିଆଯାଉଥିବା ଖବର ପ୍ରସାରଣ ପରେ ଟଙ୍କା ଫେରାଇଲେ ଶିକ୍ଷକ ।

5.ଆଜି ସୁପ୍ରିମକୋର୍ଟରେ 200ରୁ ଅଧିକ ଜନସ୍ବାର୍ଥ ମାମଲାର ଶୁଣାଣି

ପ୍ରଧାନ ବିଚାରପତି ୟୁୟୁ ଲଳିତଙ୍କ ଗଠିତ ଖଣ୍ଡପୀଠ ଆଜି (ସୋମବାର) ସୁପ୍ରିମକୋର୍ଟରେ 200ରୁ ଅଧିକ ଜନସ୍ବାର୍ଥ ମାମଲାର ଶୁଣାଣି କରିବେ । ଏନେଇ ମୋଟ 15ଟି ଖଣ୍ଡପୀଠ ବସିବ

6.ପଞ୍ଜାବ ଗୁରୁଦାସପୁର ସୀମାରେ ଉଡିଲା ପାକ୍ ଡ୍ରୋନ

ପଞ୍ଜାବ ଗୁରୁଦାସପୁର ସେକ୍ଟର ଅନ୍ତର୍ଜାତୀୟ ସୀମାରେ ଏକ ପାକ୍ ଡ୍ରୋନ ଠାବ ହୋଇଛି ।

7.Nano-Fertilizer: PSU ଓ ବେସରକାରୀ କମ୍ପାନୀକୁ ନାନୋ ଟେକ୍ନୋଲୋଜି ସ୍ଥାନାନ୍ତର କରିବାକୁ ପରାମର୍ଶ

ବଢୁଛି ନାନୋ ସାର(nano-fertilizer)ର ଚାହିଦା । PSU(Public Sector Undertaking) ଏବଂ ବେସରକାରୀ କମ୍ପାନୀକୁ ନାନୋ ଟେକ୍ନୋଲୋଜି ସ୍ଥାନାନ୍ତର କରିବାକୁ ସରକାରଙ୍କୁ ପରାମର୍ଶ ଦେଲା କେମିକାଲ୍ସ ଏବଂ ସାର ଉପରେ ଅଧ୍ୟୟନ କରୁଥିବା ସଂସଦୀୟ କମିଟି(Parliamentary Committee on Chemicals and Fertilizers)

8.Odisha Covid Cases: ରାଜ୍ୟରେ ଆଉ 194 ନୂଆ ସଂକ୍ରମିତ ଚିହ୍ନଟ

ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 194 ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

9.ମହାନଦୀରୁ ଘଡ଼ିଆଳ କୁମ୍ଭୀରର ମୃତଦେହ ଉଦ୍ଧାର

ସମ୍ବଲପୁରରେ ମହାନଦୀରୁ ମୃତ ଘଡ଼ିଆଳ କୁମ୍ଭୀର ଉଦ୍ଧାର । ଉଦ୍ଧାର ହୋଇଥିବା କୁମ୍ଭୀରଟିର ଲମ୍ବ ପ୍ରାୟ ୮ ଫୁଟ ରହିଥିବା ଜଣାପଡ଼ିଛି

10.Sonali Phogat Movie: ପରଦାକୁ ଆସିବ ସୋନାଲି ଫୋଗଟଙ୍କ ଶେଷ ଫିଲ୍ମ ପ୍ରେରଣା

ଖୁବ ଶୀଘ୍ର ସୋନାଲି ଫୋଗଟଙ୍କ ଶେଷ ଫିଲ୍ମ ରିଲିଜ ହେବାକୁ ଯାଉଛି । ଏହି ଚଳଚ୍ଚିତ୍ରର ନାମ ହେଉଛି ପ୍ରେରଣା (Prerna) । ଏହା ସୋନାଲିଙ୍କ ଶେଷ ଅଭିନିତ ଫିଲ୍ମ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.