ETV Bharat / bharat

News Today: ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

author img

By

Published : Nov 20, 2022, 7:01 AM IST

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର

ଆଜିର ବଡ ଖବର
ଆଜିର ବଡ ଖବର

ଆଜିର ବଡ ଖବର
  • ଆଜି ଗୁଜୁରାଟରେ ସାଧାରଣ ସଭାକୁ ସମ୍ବୋଧିତ କରିବେ ଅମିତ ଶାହ
  • ଆଜି ଲୋକସେବା ଭବନରେ ପ୍ରଦର୍ଶିତ ହେବ ଫିଲ୍ମ 'ଦମନ'
  • ଆଜି ପୂର୍ବତନ ରାଷ୍ଟଦୂତ ଅବସର ବେଉରିଆଙ୍କ ଶେଷକୃତ୍ୟ
  • ଆଜି ବିଶ୍ବ ଶିଶୁ ଦିବସ
  • ଆଜି ଭାରତ ନ୍ୟୁଜିଲାଣ୍ଡ ଟି୨୦ ସିରିଜର ଦ୍ବିତୀୟ ମୁକାବିଲା
  • ଆଜି ଠାରୁ ଫିଫା ବିଶ୍ବକପ୍
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.