ETV Bharat / bharat

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

author img

By

Published : Oct 20, 2022, 7:08 AM IST

Updated : Oct 20, 2022, 7:24 AM IST

ଦେଶ ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକ ରେ ETV Bharat ଦେବ ପ୍ରମୁଖ ଖବର

ଆଜିର ବଡ ଖବର
news today

  • ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
  • ଆଜି ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିବଳୟ।
  • ଆଜି କେନ୍ଦ୍ରାପଡାରେ ନୂତନ ମୁଖ୍ୟ ଚିକିତ୍ସାଳୟର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ।
  • ଆଜି ଗୁଜୁରାଟରେ ମିସନ ଲାଇଫର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ।
  • ଆଜି ଗୁଜୁରାଟ ଯିବେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ ।
  • T-20WC: ଆଜି ଶ୍ରୀଲଙ୍କା-ନେଦରଲାଣ୍ଡସ ମୁକାବିଲା ।
  • ଆଜି ଜାତୀୟ ଏକତା ଦିବସ ।
  • ଆଜି ବିଶ୍ବ ପରିସଂଖ୍ୟାନ ଦିବସ ।
Last Updated : Oct 20, 2022, 7:24 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.