ETV Bharat / bharat

News Today: ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

author img

By

Published : Jul 5, 2022, 7:01 AM IST

Updated : Jul 5, 2022, 7:16 AM IST

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ୍‌, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
  • ଆଜି ହେରାପଞ୍ଚମୀ ।
  • ଆଜି ମରାମତି ହେବ ତାଳଧ୍ବଜ ଦର୍ପଦଳନ ରଥ ।
  • ଆଜି ମୌସୁମୀ ଅଧିବେଶନର ତୃତୀୟ ଦିନ ।
  • ଆଜ ବିଜୁ ଯୁବ ଛାତ୍ର ନେତା ଦଳର ରାଜ୍ୟସ୍ତରୀୟ ବୈଠକ ।
  • ମହିଳା ହକି ବିଶ୍ବକପ; ଆଜି ଚୀନକୁ ଭେଟିବ ଭାରତ
  • ଆଜି ଭାରତ-ଇଂଲଣ୍ଡ ପଞ୍ଚମ ଟେଷ୍ଟର ପଞ୍ଚମ ଦିନ ।
  • ଆଜିଠୁ ମାଲେସିଆ ମାଷ୍ଟର୍ସ ବ୍ୟାଡମିଣ୍ଟନ ।
  • ଆଜିଠୁ 4 ଦିନ ପ୍ରବଳ ବର୍ଷା ସମ୍ଭାବନା ।
Last Updated : Jul 5, 2022, 7:16 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.