ETV Bharat / bharat

ଶପଥ ନେବାକୁ ପ୍ରସ୍ତୁତ ହାରିସ, ପୈତୃକ ଗାଁ ଥୁଲ୍ଲାସେନ୍ଦ୍ରପୁରମରେ ଉତ୍ସବର ମାହୋଲ

author img

By

Published : Jan 20, 2021, 7:34 PM IST

ଜୋ ବାଇଡେନଙ୍କ ସହ ଶପଥ ନେବେ ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ଭାରତୀୟ ବଂଶୋଦ୍ଭବ କମଳା ହାରିସ । କମଲା ହାରିସଙ୍କ ଶପଥ ଗ୍ରହଣକୁ ନେଇ ତାଙ୍କ ପୈତୃକ ବାସଭବନ ଥୁଲ୍ଲାସେନ୍ଦ୍ରପୁରମରେ ଏବେ ଉତ୍ସବର ମାହୋଲ ଦେଖିବାକୁ ମିଳୁଛି । ଅଧିକ ପଢନ୍ତୁ...

ଶପଥ ନେବାକୁ ପ୍ରସ୍ତୁତ ହାରିସ, ପୈତୃକ ଗାଁ ଥୁଲ୍ଲାସେନ୍ଦ୍ରପୁରମରେ ଉତ୍ସବର ମାହୋଲ
ଶପଥ ନେବାକୁ ପ୍ରସ୍ତୁତ ହାରିସ, ପୈତୃକ ଗାଁ ଥୁଲ୍ଲାସେନ୍ଦ୍ରପୁରମରେ ଉତ୍ସବର ମାହୋଲ

ଚେନ୍ନାଇ: ଆଉ କିଛି ସମୟ ପରେ ଆରମ୍ଭ ହୋଇଯିବ ଆମେରିକାର ଐତିହାସିକ ଶପଥ ଗ୍ରହଣ ଉତ୍ସବ । ଜୋ ବାଇଡେନଙ୍କ ସହ ଶପଥ ନେବେ ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ଭାରତୀୟ ବଂଶୋଦ୍ଭବ କମଲା ହାରିସ ।

ଶପଥ ନେବାକୁ ପ୍ରସ୍ତୁତ ହାରିସ, ପୈତୃକ ଗାଁ ଥୁଲ୍ଲାସେନ୍ଦ୍ରପୁରମରେ ଉତ୍ସବର ମାହୋଲ

ଶପଥ ନେବା ପରେ କମଲା ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି, ପ୍ରଥମ କୃଷ୍ଣକାୟ ଏବଂ ପ୍ରଥମ ଭାରତୀୟ ଆମେରିକୀୟ ଭାବରେ ଇତିହାସ ରଚିବେ । ତେବେ କମଲା ହାରିସଙ୍କ ଶପଥ ଗ୍ରହଣକୁ ନେଇ ତାଙ୍କ ପୈତୃକ ବାସଭବନ ଥୁଲ୍ଲାସେନ୍ଦ୍ରପୁରମରେ ଏବେ ଉତ୍ସବର ମାହୋଲ ଦେଖିବାକୁ ମିଳୁଛି ।

ହାରିସଙ୍କ ପୈତୃକ ଗାଁରେ ଛୋଟି ଛୋଟ ପିଲା ତାଙ୍କ ପ୍ଲା କାର୍ଡ ଧରି ଏହାକୁ ପ୍ରଦର୍ଶିତ କରୁଛନ୍ତି । ଏହା ସହ ଗାଁରେ ବାଣ ଫୁଟାଯାଉଥିବା ବେଳେ ମନ୍ଦିରରେ ପୂଜାର୍ଚ୍ଚନା ଜାରି ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.