ETV Bharat / bharat

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

author img

By

Published : Sep 7, 2022, 7:01 AM IST

Updated : Sep 7, 2022, 7:07 AM IST

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର

etv bharat odisha top news today
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

  • ଆଜିର ବଡ ଖବର
  • ଆଜି ସୁପ୍ରିମକୋର୍ଟରେ ହିଜାବ ବିବାଦର ଶୁଣାଣି
  • ଆଜିଠୁ କଂଗ୍ରେସର ଭାରତ ଯୋଡୋ ଯାତ୍ରା
  • ଆଜି ସୁନିଆଁ: ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି
  • ଆଜି ବାହାରିବ ଯୁକ୍ତ 3 ପ୍ରଥମ ମେଧା ତାଲିକା
  • ଯୁକ୍ତ 2 ନାମଲେଖା: ଆଜି ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା
  • ଆଜି ପ୍ରକାଶ ପାଇବ ନିଟ ୟୁଜି ଫଳ
  • ଆଜି କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କରିବେ ଲକ୍ଷ୍ୟ ଟିମ
  • ଆଜି ଠାରୁ ମା' ବିରଜାଙ୍କ ଶାରଦୀୟ ଦୁର୍ଗାତ୍ସୋବ
  • ଲଘୁଚାପ ପ୍ରଭାବରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ଏସିଆ କପ: ଆଜି ପାକିସ୍ତାନକୁ ଭେଟିବ ଆଫଗାନିସ୍ତାନ
Last Updated : Sep 7, 2022, 7:07 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.