ETV Bharat / bharat

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

author img

By

Published : Dec 8, 2022, 6:59 AM IST

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର

etv bharat odisha news today
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

  • ଆଜିର ବଡ ଖବର
  • ଆଜି ପଦ୍ମପୁର ଉପନିର୍ବାଚନ ଭୋଟ ଗଣତି
  • ଆଜି 5ଟି ରାଜ୍ୟର ବିଧାନସଭା ଉପନିର୍ବାଚନ ଫଳାଫଳ
  • ଆଜିଠୁ ଦୁଇ ଦିନିଆ ଉତ୍ତରାଖଣ୍ଡ ଗସ୍ତରେ ଯିବେ ରାଷ୍ଟ୍ରପତି
  • ଆଜି ଆନ୍ଧ୍ର ଛୁଇଁବ ବାତ୍ୟା 'ମାଣ୍ଡସ୍‌'
  • ଆଜି ଆଞ୍ଚଳିକ ରାଜଭାଷା ସମ୍ମିଳନୀ
  • ରାଜ୍ୟରେ ଆଜିଠୁ କମିବ ଶୀତ
  • ଆଜି ମାର୍ଗଶୀର ମାସ ଶେଷ ଗୁରୁବାର
  • ଆଜି ଜାତୀୟ ବ୍ରାଉନି ଦିବସ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.